ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

'ପ୍ରେରଣାଦାୟୀ ଶିକ୍ଷକ ରଘୁନାଥ ମିଶ୍ର

                                                              ଶ୍ରୀ ପ୍ରଫୁଲ କୁମାର ଦାଶ

ମାଟ୍ରିକ ପରୀକ୍ଷା ଚାଲିଥାଏ। ପିଲାଟିଏ ମ୍ୟାତ୍ରିକ ପରୀକ୍ଷା ଦେଉଥାଏ। ପରୀକ୍ଷା ପରେ ଜଣେ ଶିକ୍ଷକ ଖିଲେ। "ରଘୁନାଥ ତୋର ଇଂରାଜୀ ବ୍ୟାକରଣ ଉତ୍ତରରେ କେତେକ ଭୁଲ୍ ରହିଗଲା।"

ଉତ୍ତରରେ ପିଲାଟି ଖିଥିଲା,"ରହଗୁନାଥ ମିଶ୍ର ହେଉଛନ୍ତି ମୋର ଶିକ୍ଷକ। ତାଙ୍କର ନିର୍ଦ୍ଦେଶରେ ଯଦି ଭୁଲ ଥିବ, ତେବେ ମୋର ଉତ୍ତର ଭୁଲ ହୋଇଥିବ।"

ଫଳ ବାହାରିଲା। ପିଲାଟିର ଉତ୍ତର ଠିକ୍ ଥିଲା।

ଉତ୍ତୁଙ୍ଗ ଶିଖରୀମାଳା ଓ ସବୁଜ ବନାନୀ ଚେଷ୍ଟିତ ପୁରାତନ ଗଡ଼ଜାତ ନରସିଂହପୁରତହସିଲର ହରିଚନ୍ଦନୌର ଶାସନନିବାସୀ ପଣ୍ତିତ ପୁରୁଷୋତ୍ତମ ମିଶ୍ର ଓ ଚଦୀୟ ପତ୍ନୀ ଚମ୍ପାଦେବୀଙ୍କର କୋଳମଣ୍ତନ କରି ୨୫·୬·୧୯୧୭ରେ ଭୂମିଷ୍ଟ ହୋଇଥିଲେ ରଘୁନାଥ