ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବ୍ୟକ୍ତିତ୍ୱ ସମଗ୍ର ବିଦ୍ୟାଳୟକୁ ଏପରି ପ୍ରଭାବିତ ଓ ଆଚ୍ଛନ୍ନ ଲରିଥାଏ ଯେ ଅଜଣା ଆଗନ୍ତକ ମଧ୍ୟ ତାହା ଅନୁଭବ କରନ୍ତି। ସୂଚୀପତକ ଶବ୍ଦ ବି ବାରି ହୋଇ ଯାଏ ସେଠାରେ । ରଘୁନାଥଙ୍କର ଦକ୍ଷତା ଓ କର୍ମନିଷ୍ଠା ଅଭିଭାବକ ତଥା ପରିଦର୍ଶକ ସମସ୍ତଙ୍କୁ ତାଙ୍କଠାରେ ଅତୁଟ ଏବଂ ଦୃଢ଼ ବିଶ୍ୱାସପୋଷଣ କରାଇଥିଲା।

ବାଲ୍ୟକାଳରୁ ରଘୁନାଥଙ୍କର ଚରିତ୍ରବତ୍ତା