ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓ ସହନଶୀଳତା ଯୋଗୁଁ ସେ ନିଜର ସହକର୍ମୀ ତଥା ଛାତ୍ରମାନଙ୍କର ଅତି ପ୍ରିୟଭାଜନ ହୋଇପାରିଥିଲେ । ଶିକ୍ଷାର୍ଥୀମାନଙ୍କୁ ଭୟ ପ୍ରଦର୍ଶନ ନ କରି ସେ ପ୍ରତ୍ୟେକ ଛାତ୍ରପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଶ୍ରେଣୀରେ ଓଡିଆ ସାହିତ୍ୟ ପଢାଇବାରେ ସେ ଝେତିକି ତନ୍ମୟ ହୋଇ ଉଠୁଥିଲେ ଇଂରାଜୀ, ବ୍ୟାକରଣ , ଗଣିତ ଏବଂ ଭୂଗୋଳ ଇତ୍ୟାଦି ବିଷୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ପଢାଇ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣମାନକୁ ଉନ୍ନତତର କରିପାରୁଥିଲେ ।