ଦୀର୍ଘଶ୍ୱାସ ତାଙ୍କ ଦେହପଞ୍ଜରାରୁ ନିର୍ଗତ ହେବା ପରେ ପରେ ସେ ଧିରେ ଧିରେ ସ୍ୱଷ୍ଟ, ମାର୍ଜିତ ଭଙ୍ଗୀରେ ଯଥାଯଥ ବିରାମ ଦେଇ କନ୍ତି "ଚତୁଦ୍ଦିଗ ନୀରବ ନିସ୍ୱନ୍ଦ… ସାଇଁ ସାଇଁ ମାତ୍ର ଗରଜ ଇ ନିଶା…"ଇତ୍ୟାଦି। ଦୂରରୁ ଭାସିଆସେ ଅବଳା କଣ୍ଟର ଉଚ୍ଚ୍ୱାସଭରା କରୁଣ ବିଳାପ ମିଶ୍ରିତ ସଙ୍ଗୀତ …ପ୍ରବେଶ କରନ୍ତି ଚ୍ଚିନ୍ନବସ୍ତା, ଅଧୋମୁଖୀ, ଅଶ୍ରୁବିଗଳିତା ମ ହାରାଣୀ ଶୈବ୍ୟା, କାନ୍ଧରେ ତାଙ୍କର ସର୍ପଦଂଶନରେ ଅକାଳମୃତ୍ୟୁ ଲଭିଥିବା ସ୍ୱାସ୍ଥ୍ୟପୃଷ୍ଟା କିଶୋର ପୁତ୍ରକୁ ଧରି। ରୁକ୍ଷ କଣ୍ଟରେ ଶୁକ୍କ ଦାବି କର ନ୍ତି ଶ୍ୱଶାନରକ୍ଷକ ହରିଶ୍ଚନ୍ଦ୍ର। ନାରୀଜଣକ ଶୋକାବେଗାରେ ରୁଦ୍ଧକ ଣ୍ଟ ହୋଇଉଠିବା ସଙ୍ଗେ ସଙ୍ଗେ ନିଜକୁ ନିଜ ଅବସ୍ଥାକୁ ଜଣାଇବାକୁ ଯାଇ ସାମାନ୍ୟ ସୂଚନା ଦେବା ପରେ ପରେ ସମୁଦାୟ ପରିବେଶକୁ ଆଖି, ମୁହଁ ଓ ଅବୟବ ଚାଳନାଗତ ଅଭିନୟ ମାଧମରେ ଅଭିବ୍ୟକ୍ତ କରି ବିଷ୍ନୁ ବାବୁ ଦର୍ଶକମାନ ଙ୍କୁ ଅଭିଭୁତ କରି ରଖିଥିଲା ବେଳେ ଏକ ଶୋକମୁର୍ଚ୍ଚିତ "ରୋହିତରେ…"ଉଚ୍ଚାରଣ କରି ଯେତେବେଳେ ଗଛ କାଟିଲାପରି ମୃତପୁତ୍ରର ଶବ ପିଣ୍ତ ଉପରେ ଲୋଟିପଡ଼ନ୍ତି, ସମୁଦାଯ ଦର୍ଶକମଣ୍ତଳୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବ ହିପଡ଼େ। ପତି-ପତ୍ନୀ ଚିହ୍ନାଜଣା ହୋଇ ମୃତ ପୁତ୍ରର ଚିତାଗ୍ନିରେ ଆତ୍ମଝାସ ଦେବାକୁ ପ୍ରସ୍ତୁତ ହେବା ଦୃଶ୍ୟରେ ଦର୍ଶକଙ୍କର ଧୈର୍ଯ୍ୟବନ୍ଧ ଭାଙ୍ଗିପଡ଼େ । ଶୁଭୁଥାଏ ଦର୍ଶକ ଦର୍ଶିକାଙ୍କର ସୁଁ ସୁଁ କାନ୍ଦଣା । ପ୍ରେକ୍ଷାଳୟରୁ ପରବର୍ତ୍ତୀ ଦୃଶ୍ୟରେ ଆସନ୍ତି ରାଜପରିଚ୍ଚଦମଣ୍ତିତ ହରିଶ୍ଚନ୍ଦ୍ର। ମୁ ଦେଖିଛି, ଚଣ୍ତାଳ ବେଶ ଛାଡ଼ି ରାଜବେଶ ଧାରଣ କରିବାରେ ବିଷ୍ନୁ ବାବୁଙ୍କର ହସ୍ତକ୍ଔଶଳଗତ କ୍ଷିମ୍ରତା । ସେ ୫ ମିନିଟ୍ ବ୍ୟବଧାନରେ ପୂର୍ବଦୃଶ୍ୟରେ ପ୍ରଭାବ କଟୁ ନ କଟୁଣୁ ପ୍ରସ୍ତୁତ ହୋଇଯାହାନ୍ତି ପତ୍ନୀ ଓ ପୁତ୍ର ସ ହ ଅଯୋଧା ସିଂହସନରେ ଉପବିଷ୍ଟ ରାଜା ହରିଶ୍ଚନ୍ଦ୍ର ଭୁମିକା ଲାଗି । ତାଙ୍କର ସେ ଅଭିନୟ ପାରଦର୍ଶିତା ଶହ ଶହ ନାଟକ ଓ ଚଳଚ୍ଚିତ୍ର ଦେଖିବାପରେ ବିମୋର ସ୍ମୁତିପଟରେ ଅମ୍ଳାନ ରହିଛି ।
କେବଳ 'ହରିଶ୍ଚନ୍ଦ୍ର' ନୁହେଁ, ତ ତ୍ ପରବର୍ଶ ଯଥାକ୍ରମେ 'ଯୟଦେବ' ଓ 'ମୁଲିଆ' ନାଟକ ଦୁଇଟି ସେ ମଞ୍ଥସ୍ଥ କରାଇଥିଲେ ପ୍ରସ୍ଥାବିତ ପଣ୍ତୁଆ ହାଇସ୍କୁଲ ଲାଗି ସମ୍ବଳ ସଂଗ୍ରହ ସମଗ୍ର ନାଟକଟିକୁ ଆଚ୍ଚନ୍ନ କରି ରଖିଥିଲା । ଆମ୍ଭେମାନେ ଏକାନ୍ତ ଗ୍ଔଣ ଓ ନିଷ୍ପ୍ରଭ ହୋଇପଡ଼ିଥିଲୁ । ଉଲ୍ଲେଖନୀୟ ଅନୁଭୂତିଟିଏ । ସ୍ମରଗରଳ ଖଣ୍ତନଂ, ମ ମଶିରସି ମଣ୍ତନଂ' ଲେଖିବାପରେ 'ଦେହି ପଦପଲ୍ଲବ ମୁଦାର' ଲେଖିବାକୁ ହାତ ନ ଚଳିବାରୁ ପୋଥିଟି ପତ୍ନୀ ପଦ୍ମାଙ୍କଚ ରଖିବାକୁ ଦେଇ ଯୟଦେବ ।