ସଂଗ୍ରାମର ସମ୍ବାଦ ଶୁଣାଇ ଶୁଣାଇ ଯେ ଆମ ଭିତରେ ଅଜାଣତରେ ଜାତୀୟତା ଓ ମାନବିକତାର ମଞ୍ଜି ବୁଣି ବୁଣି ଚାଲିଥିଲେ, ତାହା ଆମେ ଉପଲବ୍ଧି କଲୁ ନ ଆମର ଉତ୍ତର ଜୀବନରେ । ମଧୁ, ଗୋପବନ୍ଦୁଙ୍କ ଠାରୁ ଗାନ୍ଦି, ସୁଭାଷ, ନେହେରୁଙ୍କ ପ ଯ୍ଯନ୍ତ, ବ୍ଯାସ, ବଶିଷ୍ଟଙ୍କଠାରୁ ସକ୍ରେଟିସ୍, ମାକିନ୍, ଗାରିବାଲ୍ଡିଙ୍କ ପଯ୍ୟନ୍ତ, ବେଦ, ଉପନିଷଦ, ଗୀତାଠାରୁ ଗୀତାଞ୍ଜଳି, ଛ; ମାଣ ଆଠଗୁଣ୍ଟ, ମାଟିର ମଣିଷ ପ ଯ୍ୟନ୍ତ ପୁଣି ଉକ୍ ଳ ଦୀପିକା; ଠାରୁ ;ସମାଜ; ପ୍ରଜାତନ୍ତର; ନିଆଁଖୁଣ୍ଟ; ସବୁର ପରିଚୟ ଆମେ ପାଇଥିଲୁ ନିଷ୍ଠାପର , ନିରଳସ, ନୀତିନିଷ୍ଠ ନିମାଇଁ ସାରଙ୍କର ଐକାନ୍ତିକ ପ୍ରେରଣାପ୍ରଦ ଦେଐନନ୍ଦିନ ଉଦ୍ ବୋଧନମାନଙ୍କରୁ ।ମନେପଡ଼ିଯାଉଛି ସେ ଦିନର ସେ ଶୁଭ ମୁହୁତ୍ତ। ପଚାଶ ବର୍ଷ ପରେ ଆଜିବି ତାହା ଆମ ପାଇଁ ଭାସ୍ୱର ବହ୍ନିଶିଖା। ଆମର ନବମ ଶ୍ର୍ରେଣୀ । ବଷ୍ ଣ ମୁଖର ଶେଷ ଶ୍ରାବଣର
ସକାଳ, ଚିର ଇପ୍ସିତ ମୁକତି ଦିବସର ପ୍ରଥମ ପ୍ରଭାତ। ନିମାଇଁ ସାର୍ ଙ୍କ
ଆଗରେ ଅଗଣିତ ଛାତ୍ର ସମାଜ, ପଡ଼ିଆ ଲୋକରଣ୍ୟ। ଏତେବଡ଼ ଉସ୍ସ ବର ସମସ୍ତ ଶୃଖଳା ନିରଭର କରୁଥାଏ ନିମାଇଁ ସାର୍ ଙ୍କ ଓ ତାଙ୍କର ତ ଥା ଆମ ସମସ୍ତଙ୍କର ସ୍ମରଣୀୟ, ବରଣୀୟ ନାରାୟଣ ସାର୍ ଙ୍କ ଉପରେ ବିପୁଳ ଉସା୍ହ ଓ ଉଦ୍ଧୀପନା ମଧ୍ୟରେ ପାଳିତ ହେଲା ପ୍ରଥମ ସ୍ୱଧୀନତା ଦିବସର ଉସା୍ହ। ପରେ ପରେ ଆସିଲେ ତ ତ୍ କାଳୀନ ମାନ୍ୟବର ରାଜ୍ୟପାଳ କଟ୍ ଜୁ ମହୋଦ ୟ । ତାଙ୍କ ସମ୍ବଦ୍ଧନା ପାଇଁ ନିମାଇଁ ସର୍ ଙ୍କ ନିଷ୍ଟାପର ଉଦ୍ୟମ ଚିର ସ୍ମରଣୀୟ ହୋଇ ରହିବ। ସେ ସମୟର ଦିନ ଗୁଡ଼ିକ ଆମ୍ଭମାନଙ୍କୁ ଖୁବ୍ ଉତ୍ ଫୁଲ କରି ରଖୁଥିଲା। ଅସୁମାରି ଶୁଭ ସ୍ୱପ୍ପ୍ନରେ ଉଦ୍ ଭାସିତ ହୋ ଉଠୁଥିଲୁ ଆମେ ସେସବୁ ପ୍ରତିଟି ମୁହୂ ତ୍ତରେ। ହେଲେ ସବୁ ଉସା୍ ହ ଓ ଉନ୍ମଦନା ଉପରେ ଅଚାକ ଚଡ଼କ ପଡ଼ିଗଲା ଆଉ ଗୋଟିଏ ସଂଧ୍ୟରେ,। ଜାତିର ଜନ କ ଟଳିପଡ଼ିଲେ ପ୍ରାଥନା ସଭାରେ। ହାହାକାର ପଡ଼ିଗଲା। ଭୂମିରୁ ଭୂମ। ପ ଯ୍ଯନ୍ତ । ଗ ଗନ, ପବନ ବାହୁନି ଉଠିଲା କରୁଣ ବିଳାପର ଧ୍ୱନିରେ ସେତେବେଳେ ମଧ୍ୟ ଆମ ଆଗରେ ଆମେ ପାଇଥିଲୁ ସେଇ ଗୁରୁଜୀଙ୍କ। ହାଇସକ୍କୁଲ୍ ପଡ଼ିଆର ଶୋକସଭା ଆଡ଼କୁ ଆମକୁ ପରିଚାଳନା କଲେ ସେ ଆଉ ଏଇ ଅକିଂଚ କୁ ଆହ୍ୱାନ କଲେ ଶୋକବିତା ଆବୂତ୍ତି କରିବାକୁ। ଏମିତି ଚାଲିଲା ପ୍ରତି ସଂଧ୍ୟର ପ୍ରାଥନା। ଶେଷକୁ ବୈତରଣୀ ଦେବୀଗଡ଼ା ଘାଟରେ ଦଶାହ କମର ଓ ପରେ ପରେ ସଦାବତ୍ତ ମଠରେ ସମୂହ ପଂତ୍ତିଭୋଜନର ବ୍ୟବସ୍ତା । ସେଇ ପଂତ୍ତି ଭୋଜନ କାଯ୍ୟକ୍ରମରେ ଆମକୁ