ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନରିଦାସ ପୁଣି ବିକଳ କ୍ରନ୍ଦନ କରି କ ହି ଉଥିଲେ, " ବାଟ କୁହ ନ୍ତୁ ସାର, ମୋତେ ବଞ୍ଚାନ୍ତୁ , ଆପଣଙ୍କିର ଧର୍ମ ହେବ ସାର" ମଢ଼ୁଆଳ ସାର କ ହିଲେ, " ହେଉ ତୁମେ ପ୍ରଥମେ ପିଲାତିର ଦ ଉଡ଼ି ଖୋଲି ଦିଅ । ଠେଙ୍ଗା ଓ ଛଡ଼ି ଫୋପାଡ଼ି ଦି । " ପିଲାତିକୁ ଆଉଁସି ଦେଲେ ସେ । ହୃଦୟରେ ତାଙ୍କର କୋହ ଓ ଆଖିରେ ତାଙ୍କର ଲୁହ- ନିଜକୁ ସମ୍ଭାଳି ବନେଇ କ ହିଲେ । " ଶ୍ଯାମ ତୁ ଏପରି ହେଉଛୁ କାହିଁକି ବାପ । ଦେଖ ତୋର ବାପାଙ୍କ ଅବସ୍ଥା' ଏମିତି ବ ହୁତ ବୁଝାଇଲେ । ଖୂଖି ଖାଡ଼ି ଖୂଡ଼ି ଦେଲେ। ମାଡ଼ର କ୍ଷତ ସ୍ଥାନରେ ଔଷଧ ଲଗାଇ ଦେଲେ । ତାକୁ ଖାଇବାକୁ ଦେଲେ । ତପାରେ ତା ବାପାକୁ ବୁଝାଇଶୁଝାଇ ଘରକୁ ପାଠାଇ ଦେଲେ। ନରି ଦାସ ତାଙ୍କ ପିଲାର ଭବିଷ୍ଯତର ଆଶା ଭରସା ଧରି ଘରକୁ ଫେରିଲେ । ମଢ଼ୁଆଳ ସାରଙ୍କ ଆଦର ଯତ୍ନ ଓ ସ୍ନେହ ସୋହାଗରେ ଶ୍ଯାମ ମଣିଷ ହେଲା । ସେ ଏବେ ବଡ଼ ଚାକିରି କରିଛି । ତା ବାପାଙ୍କର ସ୍ବପ୍ନ ସାକର ହୋଇଛି । କେବଳ ଜନେ ନୁହେଁ । ଏମିତି ବ ହୁ ଛାତ୍ତ୍ରଙ୍କୁ ମଣିଷ କରିଛନ୍ତି ମଢ଼ୁଆଳ ବାବୁ । ବ ହୁ ପଥହରା ବିଦ୍ଯାର୍ଥୀଙ୍କୁ ପଥ ଦେଖାଇ ସେମାନଙ୍କ ଜୀବନରେ ସାଫଲ୍ଯ ଆଣିଦେଇଛନ୍ତି ।ସେହି ଦରଦୀ ଛାତ୍ରପ୍ରାନ ମଢ଼ୁଆଳସାରଙ୍କ ପୁରାନାମ ସୁରେନ୍ଦ୍ର ନାଥ ମଢ଼ୁଆଳ । ମୟୂରଭଞ୍ଜ ଜିଲ୍ଲା ର କପ୍ତିପଦା ସବ-ଡ଼ିଭିଜନ କୁଆମରା ଗାଁରେ ତାଞ୍ଜର ଜନ୍ମ। ସେ ଜନ୍ମଗ୍ରହଣ କରନ୍ତି ୧୯୦୭ ମସିହା ମାର୍ଚ୍ଚ ୧ ତାରିଖରେ । ପିତା କୃଷ୍ଣଚନ୍ଦ୍ର ମଢ଼ୁଆଳ ଜଣେ ଆଦର୍ଶ ମଣିଷ ଓ ସେ ଅଞ୍ଚଳର ଜଣେ ଖ୍ଯାତିସମ୍ପନ୍ନ ତାଙ୍କର ଦୃଷକ ଦାଦା ପଦ୍ମଲୋଚନ ମଢ଼ୁଆଳ ସେ ଜଣେ ଆଦର୍ଶ ପ୍ରାଥମିକ ଶିକ୍ଷକ । ଶ୍ରୀଯୁକ୍ତ ମଢ଼ୁଆଳ ଉପରେ ତାଙ୍କ ପିତା ଓ କାକା ଙ୍କ ପ୍ରଭାବ ପଡ଼ିଥିଲା।ମୟୂରଭଞ୍ଜ ଜିଲ୍ଲାର ଜୟପୁର ନିକଟସ୍ଥ ଅସ୍ତିଆ ଗାଁରେ ପ୍ରାଥମିକ ସିକ୍ଷକ ଥିଲେ ତାଙ୍କ କ କା । ତାଙ୍କ ପାଖରେ ରହି ସେ ପ୍ରାଥମିକ ସିକ୍ଷା ସମାପ୍ତ କଲେ । ତାପରେ ସେ ବାରିପଦା ଏମ କେ ସି ହାଇସ୍କୁଲରେ ଅଧ୍ଯୟନ କଲେ । ପାରିବାରିକ ଅସୁବିଧା ହେତୁ ନବମ ଶ୍ରେଣୀ ପାସ କଲା ପରେ ତାଙ୍କ ଛାତ୍ର ଜୀବନରେ ପୂର୍ଣ୍ଣ ଛେଦ ପଡ଼ିଲା । ପରିସ୍ଥିତିର ଚାପରେ ପଡ଼ି ବନ ବିଭାଗରେ ଚାକିରି ଏହଂପରେ କୁଳିଅଣା ତ ହସିଲ ଅଫିସରେ କିରାଣୀ ଭାବେ ସେ ଚାକିରି କଲେ । ମାତ୍ର ଏ ସବୁ ଚାକିରି ତାଙ୍କୁ ଆନନ୍ଦ ଦେଇ ପାରିଲା ନାହିଁ । ପରିଶେଷରେ ଏ ସବୁ ଚାକିର ଛାଡ଼ି ସିକ୍ଷା ବିଭାଗରେ ଚାକିରି କଲେ ଶ୍ରିଯୁକ୍ତି ମଢ଼ୁଆଳ।