ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାରିପଦାର କ୍ଷେତ୍ର ମୋହ୍ନ ବିଦ୍ଯାମନ୍ଦିର ନାମକ ଏକ ପ୍ରାଥମିକ ବିଦ୍ଯାଳୟର ଉନ୍ନତିରେ ସେ ମନ ପ୍ରାଣ ଢ଼ାଳି ଦେଇଥିଲେ । ପ୍ରଥମେ ପାଞ୍ଚ ଛ ଅ ଜଣ ଛାତ୍ରଚାତ୍ରୀ ନେଇ ସେ ଆରମ୍ଭ କଲେ ଏହି ବିଦ୍ଯାଳୟ । ଏକ ଚାଟଶାଟୀ ରୂପେ ଜନ୍ମ ଲାଭ କରିଥିବା ଏହି ଶିଶୁ ଅନୁଷ୍ଠାନର କଳେବରେ ବଢ଼ିବାକୁ ଲାଗିଲା । ଛାତ୍ର ସଂଖ୍ଯା ବଢ଼ିଲେ । ଶିକ୍ଷଙ୍କ ସଂଖ୍ଯା ମଧ୍ଯ ବଢ଼ିଲେ । ଲୋକମାନଙ୍କୁ ସଜାଗକରି ଏହି ବିଦ୍ଯାଳୟ ପାଇଁ ସରକାରୀ ସାହାଯ୍ଯ ଓ ଅନ୍ଯାନ୍ଯ କଲ୍ଯାଣରେ ଯୋଜନାରେ ସେ ଲାଗିପଡ଼ିଲେ । ସେହିଠାରୁ ସେ ଶିକ୍ଷକ ଭାବରେ ପରିଦ