ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମଗ୍ର ରାଣୀହାଟ , କଲେଜ ଛକ ଓ ମଙ୍ଗଳବାଗ, ଅଞ୍ଛଳର ସେ ଥିଲେ ସର୍ବମାନ୍ଯ । ଶେଷ ଆଡଳୁ ସସ୍ଥାନୀୟ ଲୋକଙ୍କ ଚାପ ଓଅନୁରୋଧ ଏଡାଇ ନପାରି ସାଆନ୍ତ ସାହିରେ ଖଣ୍ଡିଏ ବାସଭୁମି କ୍ରୟ କରିଥିଲେ ସେ । ଗୃହ ନିର୍ମାଣ ଲାଗି ଊପକରଣ ଯୋଗାଇଯହିଲେ ତାଙ୍କର ଦଶମ୍ବଦ ବ୍ଯବସାୟୀ ଛାତ୍ରମାନେ । ଅଭଳି ଅଯାଚିତ ସାହାଯ୍ଯପ୍ରାପ୍ତିରେ ତାଙ୍କର କ୍ଷୋଭର ସୀମା ନଥିଲା। ବୋଧହୁଏ ଅତ ଦୁ୍ଆରା ତାଙ୍କର ବହୁପୋଷିତ ସାଧୀଚେତା ବ୍ଯକ୍ତିତ ଆହତ ହେଊଥିବା ସେ ଅନ୍ତରରେ ଅନୁଭବ କାରୁଥିଲେ ।ମାତ୍ର ଗୃନିର୍ମାଣ କାର୍ଯଟି ଆରମ୍ଭ ହୋଊଯିବା ପରେ ତାକୁ ବନ୍ଦ କରିଦେବା ସମ୍ଭବପର ନଥିଲା।ଅବସର ଗ୍ରହଣର ସମୟ ମଧ୍ଯ ନିକଟତର ହୋଇ ଆସୁଥିଲା।