ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅନୁବିଭାଗୀୟ ଅଧିକାରୀ ପଠାଇବାକୁ କ ହୁଥିଲେ । ମୁଁ କ ହିଲି, ନାରାୟଣ ସ୍କୁଲ ବଡ଼ସାର ମୋ ମୋକଦ୍ଦମା ବୁଝି୯ଦେବେ । ତେଣୁ ଆପଣଙ୍କୁ ସେ କଥା ବିଚାର କରିବାକୁ ହେବ ।" କ ହିଲେ ପୌଡ଼ା ଜଣକ । ରଘୁନାଥ ସେଇ ମୋକଦ୍ଦମାର ଆପୋଷ ନିଷ୍ପନତ୍ତି କରି ଦେଇଥିଲେ । ଏଥିରେ ତାଙ୍କ ସୁନାମ ବ୍ଯାପି ଯାଇଥିଲା । ଏହିପରି ଆଉ ଚାରୋଟି ମୋକଦ୍ଦମା ତାଙ୍କ ବିଚାର ପାଇଁ ଆସିଥିଲା ଓ ସବୁଗୁଡ଼ିକର ସମାଧାନ ରଘୁନାଥ ସୁଚାରୁରୂପେ କରିଥିଲେ । ଏହିକଥା ଜାଣି ବରହ ମ ପୁର ଶିକ୍ଷାମଣ୍ଡଳାଧୀଶ ରଘୁନାଥଙ୍କ ନାମ ଓଡ଼ିଶା ପ୍ରାଶାସନିକ ସେବା ପାଇଁ ସୁପାରିସ କରିଥିଲେ। ରଘୁନାଥ ବିନୀତ ଭାବରେ ତାହା ପ୍ରତ୍ଯାଖ୍ଯାନ କରିଥିଲେ । ତାଙ୍କ ଉକ୍ତି ଭକ୍ତି ଥିଲା ,'ଶିକ୍ଷକର ସମ୍ମାନ ପ୍ରଶାସକର ସମ୍ମାନଠାରୁ ଅଧିକ ।' ନରସିଂହପୁରରେ କଲେଜ ସ୍ଥାପନ କରିବାରେ ସେ ମୁଖ୍ଯ ଭୁମିକା ଗ୍ରହଣ କରିଥିଲେ ଓ ପ୍ରଥମ ପରିଚାଳନା କମିଟିର ସଭାପତି ଥିଲେ । ନରସିଂହ ପୁର ବ୍ରହ୍ମଣ ସମିତିର ସେ ଏବେ ସଭାପତି ଓ ସାହିତ୍ଯ ସଂସଦର ଉପଦେଷ୍ଟା ରହିଛନ୍ତି। ସପ୍ତମ ଶ୍ରେଣୀରେ ପଢ଼ିବା ଦିନଠାରୁ ଇଂରାଜୀ ପଠନର ଅଭ୍ଯାସ ଫଳରେ ସେ ଉଚ୍ଚାରଣ ଓ ବାକ୍ଯ ଗଠନ ଶୈଳୀରେ ମୌଳୀରେ ମୌଳିକତା ଅର୍ଜନ କରିଥିଲେ , । ଥରେ ମୁଁ କେତେକ ଶବ୍ଦ କଥୋପକଥନ ଛକରେ ପଚାରିଲି, " ଆଜ୍ଞା !!!ମୁଁ ଏହି ସବୁ ଶବ୍ଦ କ ହିବାରେ କ'ଣ ଭୁଲ କଲି ? ତାଙ୍କ ପାଖରେ ଥିବା ଏକ ଛୋଟଝିଅ ଯେ ସବୁ ଶବ୍ଦ ଉଚ୍ଚାରନ ରଘୁନାଥଠାରୁ ଶିକିହିଥିଲା, ସେ ମଧ୍ଯ ଉଚ୍ଚାରଞତ ତ୍ରୁଟି ଗୁଡ଼ିକୁ ସୁଚାଇ ପରିଥିଲା। ରଘୁନାଥଙ୍କର ଶିକ୍ଷାଦାନର ବିଶେଷତ୍ବ ଥିଲା ଏହିପରି । ସେ ସମସ୍ତ ବିଷୟରେ ଶିକ୍ଷାଦାନ କରିପାରୁଥିଲେ । ଏଣୁ ବିଦ୍ଯାଳୟର ପ୍ରତ୍ଯେକ ଶିକ୍ଷକ ତାଙ୍କଠାରୁ ଶିକ୍ଷାପ୍ରଣାଳୀ ଥିଲା ସେ ଶ୍ରେଣୀକୁ ପ୍ରବେଶ କରିବା ଓ ପ୍ରସ୍ଥାନ କରିବା ବେଳେ ବେଶ ସମୟାନୁବର୍ତ୍ତୀ ଥିଲେ । ଗରିବ ତାଙ୍କର ପରମ କର୍ତ୍ତବ୍ଯ ବୋଲି ସେ ମଣୁଥିଲେ । ପୁରସ୍କାର ଛାତ୍ରମାନଙ୍କୁ ଉନ୍ନତିପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଏ ଏହା ସ୍ବ ହୃଦୟଙ୍ଗମ କରିଥିଲେ । ଏଣୁ ଦଶପଲ୍ଲା ହାଇସ୍କୁଲରେ ଥିବା ସମୟରେ ନିଜର