ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସଭାପତି ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ୟମସୁନ୍ଦର ମିଶ୍ର ସମ୍୍୍୍ପାଦକ ହୋଇଥିଲେ । ଶ୍ରୀ ମିଶ୍ର, କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରତିନିଧି ରୂପେ ଏଥିରେ ଯୋଗ ଦେଉଥିଲେ । ସେଠାରେ ଶ୍ରୀ ମିଶ୍ରନ୍୍କର ମଔଳିକ ଚିନ୍ତା ଓ ଉତ୍ତସାହ ଲକ୍ୟକରି ତାନ୍କୁ ରାଜ୍ଯ କାର୍ଯକାରୀ କମିଟିର ରୂପେ ନ୍ରିବାଚିତ କରାଯାଉଥିଲା । ସେ ଅନେକ ବ୍ରଷଧରି ଏହି ସଙ୍ଗଠନର ଜିଲ୍ଲାସ୍ତରୀୟ ନେତ୍ରୁତ୍ଯ ନେଉଥିଲେ । ନିଖିଳ ଉ୍ତକଳ ପ୍ରାଥମିକଶିକ୍ଷକ ଫେଡେରେସନ୍ର