ଜୀବନର, ବଡ଼ ଦୁଃଖ ଥିଲା ଯେ, ତାଙ୍କର ଚାରୋଟି ପୁତ୍ର ମେତ ଗୋଟିଏ କନ୍ୟ 'ଧର୍ମ ମହାମଣ୍ଡଳୀତାଙ୍କୁ ଉତ୍କଳ ମଣ୍ଡ ଏବଂ ଅନ୍ୟ କେତେକ ଶ୍ରୀଜଗନ୍ନାଥ ମନ୍ଦିର ନାମରେ ଏକ ବହି ଆକାରରେ ପ୍ରକାଶ ପାଇବା ସହିତ ଏହା ସଦାଶିବଙ୍କୁ ଢେର ଖ୍ୟାତି ଆଣି ଦେଶ ଦେଇଥିଲା । ସାରସ୍ବତ ସୃଷ୍ଟି ବ୍ୟତୀତ , ସଦାଶିବ ସଂସ୍କୃତ ଭାଷା ଓ ବଙ୍ଗ ଲିପିରେ ‘ବ୍ୟାକଣାନୁଶୀଳନୀ ଗ୍ରନ୍ଥ’, ପୁରୁଷୋତ୍ତମ କ୍ଷେତ୍ର ତତ୍ତ୍ବ, ‘ଭାରତୀୟ ଆର୍ଯ୍ୟ ଦର୍ଶନ’, ‘ଶାନ୍ତି ସଂଗୀତ ପ୍ରଭୃତି ଲେଖୁଥିଲେ । ଏଥି ସହିତ ସେ ‘ଗଦାଧର ପଦ୍ଧତି ‘ନିତ୍ୟାର ପ୍ରଦୀପ’, ‘ମୁଭିଚିନ୍ତାମଣି’, ‘ସୁତି ପ୍ରକାଶ” ଓ “ପ୍ରାୟଶ୍ଚିତ୍ତ ମନୋହର ପ୍ରଭୃତି ପୁସ୍ତକଗୁଡ଼ିକୁ ସଂକଳନ କରିଥିଲେ । "ସଦାଶିବ ସମୟ ଜଗି ଚଳୁଥିଲେ । ସେ ନିଜର ନିତ୍ୟକର୍ମ ସାରି ଗୋରୁଗାଈଙ୍କ ସେବା, ପୂଜା ଅର୍ଚ୍ଚନା : ଜଗନ୍ନାଥ ଦର୍ଶନର ବିଭିନ୍ନ ଉପାସନୀ, ଗୀତ୍ ପଠନ, ମହାଭାରତ ଅଧୟନ, ନିୟମିତ ପ୍ରାର୍ଥନା ଆଦି ସୁଚାରୁ ରୂପେ କରୁଥିଲେ । ନିଢ଼ ଗାଆଁର ପର୍ବପର୍ବାଣୀରେ ଭାଗ ନେବାକୁ ଭୁଲୁନଥିଲେ । ଏତେବଡ଼ ଜ୍ଞାନୀ ହେଲେ ମଧ୍ୟ ତାଙ୍କୁ ଅହଂକାର ଛୁଇଁନଥିଲା । ତାଙ୍କ ଆରପାରିକି ଚାଲିଯାଇଥିଲେ । ଏପରିକି ବଡ଼ଭାଇଙ୍କ ଯେଉଁ ପୁତ୍ରକୁ ସେ ପୋଷ୍ୟପୁତ୍ର କରି ଆଣିଥିଲେ ସେ ମଧ୍ୟ ମାଟ୍ରିକ୍ ପାସ୍ କରିବା ପରେ ମୃତ୍ୟୁବରଣ କରିଥିଲା । ସବୁକିଛି ଦୁଃଖକୁ ପୂନ୍ : ହୀରାମଣି ଓ ସେ ନିଜେ ଧୈର୍ଯ୍ୟ ସହକାରେ, ସହି ନେଇଥିଲେ । ସଦାଶିବଙ୍କ ଜୀବନର ସମସ୍ତ ଖ୍ୟାତି , ଓ ଏକନିଷ୍ଠ ସାଧନା ତାଙ୍କୁ ଏସିଆଟ୍ରିକ୍ ସୋସାଇଟିର ସ୍ଥାୟୀ ସଭ୍ୟ, ଏବଂ ମଥୁରା ବ୍ରଜମଣ୍ଡଳ ସଂସ୍କୃତ ବିଦ୍ୟାଳୟର ଚାନ୍ସେଲର୍ ପରି ବଡ଼ ବଡ଼ ପଦବୀର ଅଧିକାରୀ କରି ତୋଳିଥିଲା . ସଦାଶିବଙ୍କୁ ସାମୂହିକ କୃତି ନିମନ୍ତେ agai cabaran ବନାରସସ୍ଥିତ ଭାରତ ପ୍ରଦେଶ ତାଙ୍କୁ ବିଦ୍ୟାଭୂଷଣ?” ଓ “ଉତ୍କଳଭୂଷଣ’ ଉପାଧୁରେ ଭୂଷିତ କରିଥିଲେ । ଓଡ଼ିଶାରେ ସଂସ୍କୃତ ଶିକ୍ଷା ଜୁଗତର ଭୀଷ୍ଟ, ସଂସ୍କୃତ ସାହିତ୍ୟର ଅମ୍ମାନ ଧ୍ରୁବତାରା, ଶ୍ରେଷ୍ଠତମ ସଂର୍କ, ଧର୍ମ ପରମ୍ପରାର ମହାରଥୀ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟର ଅନ୍ୟତମ ସାରସ୍ବତ ସାରଥୀ, ପ୍ରବଣ୍ଡ : ବ୍ୟକ୍ତିତ୍ବର ଅଧିକାରୀ, ମିହନୀୟ ବ୍ୟକ୍ତିତ୍ ମହାମହୋପଧ୍ୟାୟ : - ସଦାଶିବ ,୧୯୨୯ ମସିହା ଅଗଷ୍ଟ ୨୨ ତାରିଖ ସକାଳ ୮ଟା ବେଳେ ୭୩ ବର୍ଷ ବୟିସରେ ପରଲୋକ ଗମନ କଲେହେଁ ଉତ୍କଳ କାହିଁକି । ଦେଶ ଓ ଜାତି ପ୍ରତି ତାଙ୍କର ଅବଦାନ ଯୋଗୁଁ ଯୁଗ ଯୁଗ ଧରି ଧରାବନ୍ଧରେ ଅବିସ୍ମରଣୀୟ ତଥା ବନ୍ଦନୀୟ ରହିଛନ୍ତି । ସମଗ୍ର