ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

6 ପୂର୍ବରୁ ତାଙ୍କର " ର ଚର୍ଚ୍ଚା ଚାରିଆଡ଼େ । ଭାରି ପାନରୁ ଚୂନ ଖସିଲେ ଖଣ୍ଡପ୍ରଳୟ : ଘଟିବାଭଳି ଅବସ୍ଥାହେମାଷ୍ଟରଙ୍କ . ଅଫିସ୍ ସାମ୍ନା ଆଦର୍ଶ ଶିକ୍ଷକ, ଚନ୍ଦ୍ରମୋହନ ମହାରଣା ଅଧ୍ୟକୁ ସରୋଜକାନ୍ତ ଚୌଧୁରୀ ବାଲେଶ୍ବର ଜିଲ୍ଲା ସ୍କୁଲର ନୂଆ 'ହେଡ଼୍ମାଷ୍ଟର ଆସୁଛନ୍ତି । ସେ ସ୍କୁଲରେ ପ ପହୁଞ୍ଚିବା କଡ଼ା ମିଜାଜୁର ଲୋକ, ଅତ୍ୟନ୍ତ ଚିଡ଼ାମଣିଷ, ଟିକେ ଏପଟ ସେପଟ ସହନ୍ତି ନାହିଁ, କାହା ସହିତ ମିଳାମିଶା କରନ୍ତି ନାହିଁ । 'ଇତ୍ୟାଦି ଇତ୍ୟାଦି । ଏସବୁ ଶୁଣୁ ଶୁଣୁ ଛାତ୍ର ଓ ଶିକ୍ଷକ ସମସ୍ତଙ୍କୁ ଅଜଣା ଭୟ ଘାରି ପ୍ରକାଇଲା । ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନ ହୋଇ ସାରିଥିଲା । ବହୁ ପ୍ରତୀକ୍ଷାର ଅନ୍ତ କରି ପ୍ରଧାନଶିକ୍' ମହୀଶୟ ସ୍କୁଲ୍‌ରେ ପଲେ । ସୁଉଚ୍ଚ, ଶ୍ୟାମାଙ୍ଗ ପୁରୁଷ, ଦୀପ୍ତିମନ୍ତ ମୁଖମଣ୍ଡଳିରେ ଶୋଭା ପାଉଥିଲ୍ଲା ନିଶ୍ କେରାଏ ସେତେବେଳେ 'ସ୍କୁଲ୍‌ର ସବୁ ଶିକ୍ଷକ, କିରାଣୀ, ଚପରାସୀ ଓ ଛାତ୍ର ସମସ୍ତେ ସନ୍ତରେ ଜଗି ଜଗି ଚଳୁଥିଲେ । ବାରଣ୍ଡାରେ ଛାତ୍ର କିମ୍ବା ଶିକ୍ଷକଙ୍କୁ ଯିବା ପାଇଁ ଚପୂରାସୀ ହାତ ହଲାଇ ବାରଣ କରେ । ଯେଉଁମାନଙ୍କର ହେମାଷ୍ଟରଙ୍କ ପାଖରେ କାମୁଥାଏ, ସେମାନେ ନୀରବରେ ଆସି ଦୁଆର ୩୯