ପାଖରେ ଛିଡ଼ା ହୋଇ ହେଡ୍ମାଷ୍ଟରଙ୍କ ଅନୁମତି ନେଇ ଭିତରକୁ ଯାଆନ୍ତି । ଦିନେ ଦିନେ ହେଡ୍ମାଷ୍ଟର ସ୍କୁଲ ଚାରିପାଖ ଚୌଡ଼ା ବାରଣ୍ଡା ଦେଇ ଥରେ ବୁଲିଆସନ୍ତି । କୌଣସି କ୍ଲାସ୍ରୁମ୍କୁ ପଶନ୍ତି ନାହିଁ । ହେଲେ ସେତିକି ଯଥେଷ୍ଟ, ସବୁଠିକ୍ ଚାଲେ ।
ସେହି ପ୍ରଧାନ ଶିକ୍ଷକ ହେଲେ ଚନ୍ଦ୍ରମୋହନ ମହାରଣା ସେ କ୍ଷଣକ୍ରୋଧୀ ଥିଲେ ସତ୍ ; ମାତ୍ର ଥିଲେ କ୍ଷମାଶୀଳ ଓ ପରୋପକାରୀ, ସବୁ ଟିକିନିଖି ତନଖି କରିବା ତାଙ୍କର ଏକ ଅଭ୍ୟାସ । ସ୍କୁଲ୍ରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ଭଳି ସେ ଜାଣିଥିବା କାମ ବାହାର ଲୋକଙ୍କୁ ମଧ୍ୟ ବେଳେ ବେଳେ ଶିଖାଇ ଦିଅନ୍ତି । ଦିନର କଥା । ସେ ଦିଲ୍ଲୀ : ବାଟରେ କୌଣସି ସ୍ଥାନକୁ ଯାଉଥାନ୍ତି, ହେଲେ ଘାସ କାଟୁଥିବା ଲୋକଟି ଠିକ୍ ଭାବରେ ଦାଆ ଚଳାଉ ନାହିଁ । ସେଇ ଲୋକ ହାତରୁ ଦାଆ, ସାଙ୍ଗେ ଘାସ ଦେଖାଇଦେଲେ କିପରି
ଚଳାଇବାକୁ ହେବ । ସେ
ସେ ଥିଲେ ଜଣେ ତାଙ୍କ ସାହିତ୍ୟକୃତି ଉଣା ଅଧିବେ ସମସ୍ତଙ୍କୁ ଗୋଟର ଥିଲା,
ହେଲେ ସେ: କିଛିଦିନ ପାଇଁ ତାଙ୍କ
ସାହିତ୍ୟ ସାଧନାରୁ ବିରତି ନେଇଥିଲେ । ଅନେକ ତା
ତୀଙ୍କୁ
"ଚିଠି ଖି ସାହିତ୍ୟସାଧନା ପାଇଁ ଊତ୍ସାହିତ
କରିଲେ । ଅନେକ ମଧ୍ୟ ତାଙ୍କୁ ଏଥୁପାଇଁ,
ମୌଖୁକ ଭାବେ ଅନୁରୋଧ କଲେ । ସେ ଜରରେ ଉତ୍କଳ ସାହିତ୍ୟ (୧୩୦୯-୧୩୧୦
ସାଲ) ୬ ଭାଗ, ବୟ ସଂviରେ କୈଫୟତ୍ ଶୀର୍ଷକ ' ପତ୍ରରେ
ଅନେକଥର
ଅନୁରୋଧ କରିଛନ୍ତି ଏବଂ ମୁଁ ନବାରୁ ବ୍ୟଥିତ ହୋଇଛନ୍ତି; କେଉଁ କାରଣରୁ ମୁଁ
ଅଭାବରେ, ଜାବର୍
ଅଭାବରେ ପ୍ରକୃତ ଜାବ୍ୟ କବିତା ପ୍ରଭୃତି : ଅସମ୍ଭବ । ଏ ଦେଶର ଲୋକେ ଅବସାୟ
ସହକାରେ
ପ୍ରଭୃତି
ଉଦ୍ଦେଶ୍ୟରେ ବିଦେଶ ଗମନ କରି ବିଦ୍ଭିଜତ୍’ କାଭ ନକଲେ, ସାହିତ୍ୟ , ବିକାଶ ପକ୍ଷରେ
ଅନୁକୂଳ
ପବନର ଆଶା ଦୂର ପରାହତ ! ଆଳସ୍ୟ ଓ ବ୍ୟସନରେ'ଭଳି ବର୍ତ୍ତମାନ
ଜିଡ଼ୀଭୂତ । ଯେଉଁ
ହଁ ଉତ୍କଳୀୟମାନେ କୃତୀ ବା କୃତଳ୍ପ ବୋଲି "ଗ ଗ, ସେମାନେ ଏ ଦିଓଟି
ଶିକୁଳିରୁ ଆପଣାକୁ ବିମୁକ୍ତ । ନୃକଲେ, ଉତ୍କଳର : କଡ଼ ଘୁଞ୍ଚିବ ନାହିଁ । ଏ ପ୍ରଦେଶ
ବିଦ୍ୟାଗୌରବରେ ମହୀୟାନ୍ ଓ ଧନବଳରେ ବଳୀୟାନ୍ ହୋଚ୍ଛପାରିବ ନାହିଁ ।””
- ,
ନାନା ଜଳ