ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମୋର ସ୍ନଷ୍ଟ ମନେ ପଡେ , ଉକ୍ତ ପ୍ରତିବାଦ ସଭାରେ ଗୋଦାବରୀଶ କ ହିଥିଲେ "ବେଙ୍ଗପାଣିଆ ପରି ଗୋଟିଏ ବାଳୁତ ପିଲାର ଖପୁରି ଉଡାଇଦେଇ। ଏ ସରକାର କି ବାହାଦୁରୀ ଦେଖାଇଲା?(ନିଜ ମୁଣ୍ଡକୁ ଦେଖାଇ ସେ କ ହିଥିଲେ) ଏହି ପାଚିଲା ମୁଣ୍ଡ ତ ଥିଲା।ଏଇଟା ହେଲେ ଉଡାଇ ଦେଇଥାନ୍ତେ?"ଏତିକି କହୁ କହୁ କୋମଳମନା ଓକବି ପ୍ରାଣ ଗୋଦାବରୀଶଙ୍କ ଦୁଇ ଆଖିରୁ ଦୁଇ ଧାର ଲୁହ ବୋହିଗଲା।ସେ ଶୋକାକୁଳ ଓ ଶ୍ବାସରୁଦ୍ଧ ହୋଇପଡିଲେ।ସେଦିନ ତାଙ୍କର ଚିରଚ ହଲା ଭଷଣ ସିଂହଦ୍ବାର ସମ୍ମୂଖରେ ସମ ବେତ ଶ୍ରୋତାମାନ ଙ୍କୁ ଅଭିଭୂତ କରିଥିଲା।ଛାତ୍ରମାନ ଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସଦିଚ୍ଛା ସେ ପ୍ରକାଶ କରିଥିଲେ। ଉକ୍ତ ବର୍ଷକ ମଧ୍ଯରେ ହିଁ ଗୋଦାବରୀଶ ଶେଷ ଶ୍ବାସ ତ୍ଯାଗ କତିଥିଲେ,ମାତ୍ର ଜଣେ ଛାତ୍ର ବସ୍ଥଳ କୁଶଳୀ ଶିକ୍ଷକ ଭାବରେ , ସ୍ବନାମଧନ୍ଯ ସାହିତ୍ଯିକ ଓ ସଂବେଦନଶୀଳ ଜନନାୟକ ଭାବରେ ସେ ଚିରସ୍ମରଣୀୟ, ଚିର ବରେଣ୍ଯ ହୋଇ ରହିବେ।

                               ସ ହାୟକ  ପୁସ୍ତକ  ଓପତ୍ରିକା

ପଣ୍ଡିତ ଶ୍ରୀଧର ମହାପାତ୍ର - ଓଡିଆ ପ୍ରକାଶନ ଓପ୍ରସାରଣର ଇତିହାସ,ଗ୍ରନ୍ଥ ମନ୍ଦିର, କଟକ ,୧୯୮୬ ଡକ୍ଟର ନିତ୍ଯାନନ୍ଦ ଶତପଥୀ(ସଂ) -ଗୋଦାବରୀଶ ପରିକ୍ରମା,ଓଡିଶା ପୁଜ୍ଯପୂଜା ସଂସଦ,୧୯୮୬ ପଣ୍ଡିତ ଗୋଦାବରୀଶ ମିଶ୍ର - ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ ଗ୍ରନ୍ଥ ମନ୍ଦିର,କଟକ, ୧୯୭୩ ଡକ୍ଟର ଜଗନ୍ନାଥ ମହାନ୍ତି -ଦୁଇଧାର ଲୁହ ,ବନଫୁଲ, ଗୋଦାବରୀଶ ବିଦ୍ଯାପୀଠ, ବାଣପୁର,ଜାନୁଆରୀ ୧୯୬୨ prof. j Mohanty -"pandit Godavarish mishra as an Eminent Techer &Education. ଗୋଦାବରୀଶ ସ୍ମରଣିତା ଅକୋଟବର ୧୯୮୨ ଭୁବନେଶ୍ବର ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର -ସତ୍ଯବାଦୀରେ ସାତ ବର୍ଷ କଟକ , ଷ୍ଟୁଡେଣ୍ଟସ୍ ଷ୍ଟୋର୍, ୧୯୬୦

                                         ୭୬