ପୃଷ୍ଠା:Piyusa Prabah (RC Acharya, 1935) opt.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବର୍ତ୍ତମାନ କ୍ଷେତ୍ରରେ ଦସ୍ୟୁଦଳରେ ସେତେ କଛି ସୁବିଧା ନାହିଁ ।ଯୁଦ୍ଧକ୍ଷେତ୍ରରେ ଅଗଣ୍ୟ ସଶସ୍ତ୍ର ପ୍ରହରୀ ଦଣ୍ଡାୟମାନ। ବିଜୟୀ ଇଂରାଜ ସେନାପତି ଡିଉକ୍ ଅବ୍ ଓଷ୍ଠେଲିଣ୍ଡନ୍ ଆଦେଶ କରିଅଛନ୍ତି ।