ପୃଷ୍ଠା:Prabodha Chandrika (1856).pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନବଦ୍ୱୀପାଧିପତି ଶ୍ରୀଳ ଶ୍ରୀଯୁତ ରାଜା ଶ୍ରୀଶଚନ୍ଦ୍ର ବାହାଦୁର ଓ ଶାନ୍ତିପୂରସ୍ଥ କେତେକ ଭାଦ୍ର ଲୋକଙ୍କ ଦ୍ୱାରା ବିଧବା ବିବାହ ପ୍ରଚଳିତ ହେବା ସପକ୍ଷରେ ଏକ ଆବେଦନପତ୍ର ସ୍ବାକ୍ଷରିତ ହୋଇ ବ୍ୟବସ୍ଥାପକ ସମାଜରେ ଅର୍ପିତ ହୋଇଅଛି । ବୋଧହୁଏ ସେ ସ୍ଥାନର ଡେପୁଟୀ ମାଜିଷ୍ଟ୍ରେଟ ଶ୍ରୀଯୁତ ବାବୁ ଈଶ୍ୱରଚନ୍ଦ୍ର ଘୋଷାଲଙ୍କ ଯତ୍ନରେ ଏହି ଆବେଦନପତ୍ର ପ୍ରସ୍ତୁତ ହୋଇଥିବା । ରବର୍ଣ୍ଣମେଣ୍ଟର ସେକ୍ରେଟେରୀ ମହାଶୟମାନେ ପୁର୍ବରେ ପ୍ରାୟ ବସି ୨ ବେତନ ଭୋଗ କରୁଥିଲେ, ବର୍ତ୍ତମାନ ଶ୍ରୀଯୁକ୍ତ ଲର୍ଡ କେନିଂ ବାହାଦୁରଙ୍କ କର୍ମର - ସମସ୍ତେ ଭୀତ --- ସେ- -- ରାଜା କର୍ମରେ -- ତର କର୍ମ କାଲେ, ଅଧେ ପକାଇ ରଖିଲେ, ଆଉ ସେ କାଳ ନାହିଁ, ଯେ ଯେଉଁ କର୍ମ ଆରମ୍ଭ କରନ୍ତି ସେ ତାହା ନ ସାରିଲେ ଯାଇ ପାରନ୍ତି ନାହି, ବେଳ ଚାରିଘଣ୍ଟା ବାଜିଲେ ସମସ୍ତଙ୍କର ଅନ୍ତଃକରଣରେ ଯିବାର ଉଦବେଗ ହୁଏ ମାତ୍ର ଉପରେ ମୁଦଗର ଭୟରେ ଗୌର ବାବୁମାନେ ତେମନ୍ତି ବସିଥାନ୍ତି, ଇହା ଇକା ପ୍ରକାର ଭଲ ହୋଇଅଛି, ଆଉ ଗବର୍ଣ୍ଣମେଣ୍ଟର କର୍ମ ପଡି ରହିବା ନାହିଁ, ଆମ୍ଭେମାନେ ପ୍ରାର୍ଥନା କଋଂ କି ଲାର୍ଡ ବାହାଦୁର ରାଜ କର୍ମରେ ଏହିଋପ ସାବଧାନ ଥାଉନ୍ତୁ ।

କୌଣସି ମର୍ଯ୍ୟଦାବନ୍ତ ହିନ୍ଦୁ ଆପଣା ସ୍ତ୍ରୀ ବିଷୟରେ ନିଷ୍ଠୁର ବ୍ୟବହାର କଲେ ମାଜିଷ୍ଟ୍ରେଟ ସାହେବ ଉକ୍ତ ସ୍ତ୍ରୀର ଆବେଦନ ପ୍ରମାଣେ ଅସବବ୍ୟବାହାରର ପ୍ରମାଣ ନେଇ ଦୁର୍ଜନ ସ୍ୱାମୀ ହସ୍ତଋ ତାକୁ ମୁକ୍ତ କରିପାରନ୍ତି କି ନାହିଁ ? ଜିଲା ତଡିଶପରଗଣାର ଜଜ ଓ ମାଜିଷ୍ଟ୍ରେଟ ସାହେବଙ୍କା ମଧ୍ୟରେ ଏହି ବିଷୟରେ ରାୟ ଅମେଳ ହୋଇଥିଲା, ମାଜିଷ୍ଟ୍ରେଟ ସାହେବ କହିଥିଲେ ସେ ଉକ୍ତ ପ୍ରକାର ସ୍ତ୍ରୀକୁ ସ୍ୱାମୀ ହସ୍ତଋ ମୁକ୍ତ କରି ପାରନ୍ତି, ସେଶନ ଜଜ ସାହେବ କହିଥିଲେ ମାଜିଷ୍ଟ୍ରେଟ ସାହେବଙ୍କର ତବ୍ବିଶୟରେ ହସ୍ତକ୍ଷେପ -- ନାହିଁ, ଶେଷରେ -- ସ୍ୱାନୀ ଅ -- ଜଜମାନେ -- ରେ ସମ୍ମତ ହୋଇଅଛନ୍ତି । ବର୍ତ୍ତମାନ ମାଜିଷ୍ଟ୍ରେଟ ସାହେବମାନେ ଉକ୍ତ ପ୍ରକାର ସ୍ତ୍ରୀଙ୍କୁ ଦୁର୍ବୃତ୍ତ ସ୍ବାମୀମାନଙ୍କ ହସ୍ତରୁ ମୁକ୍ତ କରିବାର କ୍ଷମତା ପାଇଲେ, ଏଥିରେ ହିନ୍ଦୁ ଲୋକଙ୍କ ମଧ୍ୟରେ ମାନ୍ୟ ଲୋକେ ଅପମାନିତ ହେବେ, ଅନେକ କୁଳାଙ୍ଗାନମାନେ ସ୍ୱାମୀର ଅସବ୍ଦ୍ୟବହାର ଓ କୁତ୍ସିତାଚରଣ ସହ୍ୟ କରି ନ ପାରି ମାଜିଷ୍ଟ୍ରେଟଙ୍କ