ପୃଷ୍ଠା:Prabodha Chandrika (1856).pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମେଷ ମାସର ଉତ୍କଳ ପଞ୍ଜିକା

ଆଜ୍ଞାରେ ସ୍ୱତନ୍ତ୍ର ହେବେ, ଆମ୍ଭେମାନେ ଏ ନୂତନ ବିଧି ଶ୍ରବଣ କରି ଦୁଃଖିତ ନାହୁଁ କାରଣ କି, ଏଦେଶୀୟ ଅନେକ ଲୋକେ ସ୍ତ୍ରୀମାନଙ୍କୁ ଦାସୀ ଜ୍ଞାନ‌କରି ସେମାନଙ୍କ ଉପରେ ଅତ୍ୟନ୍ତ କୁବ୍ୟବ‌ହାର ଏବଂଚ ଅସଦାଚାର କରନ୍ତି, ଏ ବିଧାନ ହେତୁଋ ସେମାନେ ନମ୍ର ହେବେ ଆଉ ସ୍ତ୍ରୀମାନଙ୍କ ଉପରେ ଅକରଣ କଣ୍ଠଗର୍ଜନ କରି ପାରିବେ ନାହିଁ ।