ପୃଷ୍ଠା:Prabodha Chandrika (1856).pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଧର୍ମ ବିଷୟ

ଜ୍ଞାନରେ ଅନ୍ୱିତ କରିଅଛନ୍ତି ଏବଂ ସକଳ ସୁଖ ଆମ୍ଭମାନଂକ କର ତଳେ ରଖି ଅଛନ୍ତି ଅତଏବ ଅନବରତ ଯତ୍ନରେ ସେହି ଜ୍ଞାନ ର୍ତନ ଦ୍ୱାରା ପିତୃ ପ୍ରସାଦତ୍ରୟ କରି ଜୀବନର ସାଫଲ୍ୟ କରିବା ସମସ୍ତଂକର ଅତି ଊଚିତ, ନ‌ଚେତ୍ କେବଳ ଆତୋ୍ରଦର ପୂରଣାର୍ଥେ ଓ ଇନ୍ଦି୍ରିୟ ଚରିତାର୍ଥେ ମନୁଷ୍ୟ ସୃଷ୍ଟି ହୋଇ ନାହାନ୍ତି। ଆହାର ନିଦ୍ରା X ମ୍ୟିଥୁନ ବସ୍ତରପାଳନାଦି ଶାରିରୀକ ଧର୍ମ ପ୍ରାଣି ମାତ୍ରରେ ବିଦ୍ୟମାନ X ଦ୍ୱାରା ମନୁଷୟତ୍ୱ ପଶୁତ୍ୱ, ଏ ଦୁଇର ଭେଦ ବୁଝା- ଯାଏ X X X ମନୁଷୟକୁ ଦ୍ୱିପଦ ପଶୁ ଭିନ୍ନ ଆଉ କି କୁହାଯିବ ।

ଆମ୍ଭେମାନେ X X ପ୍ରତିପାଦନ ଯେଊଁ ଧର୍ମତଦନେୱଷୀ ହେଈ ନାହୁଁ, ସାଂସାରିକ ସୁଖରେ କେବଳ ସର୍ବକାଳ ଅନୁର୍କତ୍ୋ ଥାଇ ଆୟୁଃକ୍ଷ୍ୟ କରି ବ‌ହୁ ବିଷୟ ବ୍ୟାପାର‌ରେ ଲିପ୍ତ ହେତୁଋ କାଳର ଗତି ହେତୁ କ‌ୠ ନାହୁଁ ଏବଂ ମୋହମୟୀ ସମୋଦ ମଦିରାପାନରେ ଊନ୍ମହିତା ହେତୁଋ ଜନ୍ମ ଜରା ମୃତ୍ୟୁ ଦେଖିସୁଦ୍ଧା ତ୍ରାଶିତ ହେଊ ନାହୁଁ ।

ହାୟ ହାୟ ! ଥରେ ନିର୍ଜନରେ ନିବିଷ୍ଟ ମନରେ ଏହି ସଂସାରର ନଶ୍ୱରତ୍ବ ବିବେଚନା କରି ଦେଖିଲେ କେଊଁ ମୂଢ ହୃଦୟରେ ଧର୍ମ ପ୍ରବେଶ ହୁଏ ନାହଁ ? ଶ୍ରୀ ନିତ୍ୟ ଚଞ୍ଚଳା, ବିଷୟ ରସ ପରିଣାମରେ ବିରସ, ଦେହ ନାନା ରୋଗର ଘର, ବ‌ହୁ ଧନ ବ‌ହୁ ଅନର୍ଥର କାରଣ, ଆତ୍ମୀୟ ସ୍ୱଜନ ଦାଋଣ ଶୋକର ମୂଳୀଭୁତ, ଅବଳାମାନେ ଅନର୍ଥର କାରଣ, ତ୍ଥାଚ ସକଳ ଜୀବମାନେ ଭୟା‌‌ନ୍କ ପାପ ପଥର ଯାତ୍ରୀ ହେଊଛନ୍ତି ଧର୍ମର ଅକୃତ୍ରିମ ସୁଖ ଲାଳସାରେ ଅତ୍ୟନ୍ତ ଲୋକନ୍କ ମନ ଚେଷ୍ଟିତ ହୁଏ, ପ୍ରତିକ୍ଷ୍ଣ ସକଳ ପ୍ରାଣି ଆମ୍ଭମାନଂକ ନୟଙ୍କୁ ଅଦୃଶୟ ହୋଇ ଅନ୍ଧକାରମୟ ରାଜୟକୁ ଯାଊ ଅଛନ୍ତି ତ୍ଥାଚ ଆଶା ଶେଷ ହୁଏ ନାହିଁ । ରେ ଆଶା ରାକ୍ଷସି ତୋର କି ଆଶ୍ଚରଯ୍ୟ ମୋହିନୀ ଶକ୍ତି ଅଛି, ମୁମୂ୍ରଷୁବସ୍ଥାରେ ସୁଦ୍ଧା ପ୍ରାଣୀମାନେ ତୁମ୍ଭ ସଙ୍ଗ ତ୍ୟାଗ କରିବାକୁ ଚାହାନ୍ତି ନାହିଁ, ତୁମ୍ଭର ପରାମ୍ରଶରେ ସକଳ ଜୀବମାନେ ନାନା ଊ୍ତକ୍ଟ ପାପକର କାର୍ଯୟରେ ପ୍ରବୃତ୍ତ ହେଉଅଛନ୍ତି । ଅତଏବ, ହେ ବନ୍ଦ୍ଧୁଗଣ, ଏ ପ୍ରକାର ସର୍ବନାଶୀ ପାପ ପିଶାଚୀକୁ ଦାସୀ କରି ରଖ, ତେବେ ସମସ୍ତ ଜଗତ୍ ତୁମ୍ଭର ଦାସ ହେବେ । କାହିଁକି ଚିରକାଳ ଆଶା ଦାସ ହୋଇ ସମସ୍ତନଂକ ଦାସ୍ୱତ୍ୱ ଓ ନରକ ଭାର ମସ୍ତକରେ ବ‌ହନ କର ? ବିବେକ ଅନ୍ଞ୍ଜନରେ ଜ୍ଞାନ ନେତ୍ର ଊନ୍ନୀଳିତ କରି ଜୀବନ ସର୍ବସ୍ୱ ଧର୍ମ ମିତ୍ର ସ‌ହାୟରେ ଅବଲୀଳା କ୍ରମରେ ବୃଥା ଭୁତ ବନ୍ଦ୍ଧନ‌ଋ ମୁକ୍ତ ହୁଅ ।