ପୃଷ୍ଠା:Prabodha Chandrika (1856).pdf/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

“ । ପଦସବକ ଶକ୍ତିର କ୍ଷମତା ଡାକ୍ତର ଡ଼ିସ ସାହେବ ସଭୃକ୍ତ ବିଦ୍ୟା ବଷକ ପ୍ରଶ୍ନୋତ୍ତର ପ୍ରଦତ୍ତ ଗ୍ରନ୍ଥରେ ନିକଟସ୍ଥ ଦେଶର ଏକ ଅଭି ଆଶୁ ଗଳ୍ପ ବର୍ପନ କଲେ । ଜଣେ ସୁଶୀଲ ଧନୀଜ୍ୟ କଣିହାର କୌଣସି ଭାବଣଜୀ ଦେଶାନ୍ତର ଗମନ ଇଚ୍ଛା କର ଜେଜେ ଗୁଡାଏ ମଣି ମାଣିକ୍ୟ ଓ ଅନ୍ୟାନ୍ୟ ଧଜାତ ଯେ କଣେ ଉଜ୍ୟ ସଙ୍ଗ ଘ ୫ କଲେ । କର ଦୂର ଗଉଁ ପଥ ମଧ୍ୟରେ ସେଇ ଭୃଢୀ ଆପଣୀ ସ୍ୱାମିଙ୍କର ଚଦ୍ଧନ ଓ ରପ୍ନ ଦେଖି, ଲେଭ ସମ୍ଭରଣରେ ଅସମର୍ଥ ହୋଇ ତାଙ୍କୁ ହତ୍ୱା କଶ ସେହି ସବୁ ଧନ ଅପହରଣ କଲ । ପରେ ତାଙ୍କ ଗଳଦେଶରେ ଗୋsଏ ବୃହତ୍ତ ପ୍ରସ୍ତର ବାନ୍ଧି ନିକଟସ୍ଥ ଏକ ଖାଲରେ ପକାଇ ଦେଲ । । ଅନନ୍ତର, ସେ ଢକ୍ତ ଗୃକଂର ଏମରୁ ଏକ ଦୂର ଅଞ୍ଚଳକୁ ଗମନ କଲ, ସେଠାରେ ତାକୁ ଏ ଜାହ। ପ୍ରଭୁରୁ କେହି ଜାଣେ ନାହଁ । ସେଠାରେ ସେ ପ୍ରଥମେ ଅଳ୍ପ ଧନ ବ୍ୟୟ କର ଅତି ସାମାନ୍ୟ ସ୍କବରେ ବ୍ୟବସାୟ କଶବାର୍ ପ୍ରଭୃଦ୍ଧ ହେଟ ; ଏବଂ ବିଶେଷ ପରଶ୍ରମ ମୁକ ବିଶ୍ବସ୍ତର୍‌ପେ ଆପଣୀ କାର୍ଯ୍ୟ ବିବାହ କରିବାରେ ଦ୍ୱିଶ୍ୱର ସବଜନ ସaପରେ ମାନ୍ୟ ହୋଇ ବଚନ କୃପାର୍ଜନ କର । କକାଳ ମଧ୍ୟରେ ଭାଦ୍ର ସଂକ୍ରମ ଦେଶବିଦେଶ ସ୍ୱର୍ବନ୍ଧ ସ୍ତର୍ଭୁକ୍ତ ହେବାରେ ଜଣେ ସଙ୍କଶଜାତା କୁମାଘ ସଙ୍ଗେ ତାହାର ପରିଣୟ ସଂସ୍କାର ସମ୍ପନ୍ନ ହେଲ । ପରେ ସେ ଉକ୍ତ ଘୂଜ୍ୟର ଘୂଜଶାସନ ସଂକ୍ତ କର୍ମରେ ନିୟୁକ୍ତ ହେଲ; ଏବଂ ବସେ । କର୍ମ ନୈପୁଣ୍ୟ ଦ୍ବାଦ୍ ପ୍ରଧାନ ବିର୍ଭପରଙ୍କ ପଦରେ ଅଭିଷିକ୍ତ ହୋଇ, ବିଶେଷ ପ୍ରଶଂସା ସହକାରରେ ଅତି ସୁନ୍ଦର ଶିଘ୍ନର କାର୍ଯ୍ୟ ସମ୍ପନ୍ନ କଲେ । ଏକଦା ପ୍ରଭୃଦନ୍ତା କଣେ ମହାପାପୀ ବ୍ୟଶ ଭାହା ବକ୍ତକ ସମ୍ମତରେ ଆସକ୍ତ ହେଲ ; ଏବଂ ପ୍ରମାଈ ବରରେ ଉକ୍ତ ବ୍ୟରୁ ଅପସ୍‌ ବୋର ସାବ୍ୟସ୍ତ ହେଲର ସେହି ପ୍ରଧାନ ଶାସନକର୍ତ୍ତାଙ୍କ ଅନ୍ତସତି ପ୍ରତୀକ୍ଷା ରେ ସମସ୍ତେ ରହିଲେ । ଏ ଭପକ୍ଷରେ ପ୍ରଧାନ ଶୀସନକର୍ତ୍ତାଙ୍କ ମନ ମଧ୍ୟରେ ପ୍ରକୃତ ପୃଙ୍କ ଦୋଷ ଉଦୟ ହେଦାର, ସପୀଡାରେ ତାଙ୍କ ଘର ଓ ମୁଖମଣ୍ଡଳ ସ୍ନାନ ହେ । ପରିଶେଷରେ ସେ ବର୍ ଶୂଳ ଗସୋନପୁସଂକ ପର ବ୍ୟଶଙ୍କ ପାଣ୍ଡ ରେ ଦଣ୍ଡାୟମାନ ହୋଇ ବିକ୍ଷୋଭ ଶିରେ ତାଙ୍କ ସହଯୋଗୀ ବସ୍ତୁ ଭପଣ୍ଡମାନଙ୍କୁ ଉଦ୍ଧଲେ, ହେ ସହଯୋଗିଗଣ , ସସାଛି ପରମେଶ୍ୱରଙ୍କର ଜମା