ପୃଷ୍ଠା:Prabodha Chandrika (1856).pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ପାଠକମାନଙ୍କ ପ୍ରତି ପ୍ରଥମ ପତ୍ର

ମାନ୍ୟ ପଦ ପ୍ରାପ୍ତି ହୋଇଅଛନ୍ତି ସେମାନଙ୍କର ନିତ୍ୟାନ୍ତ କର୍ତ୍ତବ୍ୟ ଏହି କି ଏ ପତ୍ରିକାର ସର୍ବୋତୋଭାବେ ସାହାଯ୍ୟ କରିବେ । ଯଦ୍ୟପିସ୍ୟାତ ତଦ୍ୌଆରା ସେମାନେ ନିଜେ ବଶେଷ ଶ୍ରେୟ ପାଇ ନ ପାରେବେ ତଥାପି ଅବଶ୍ୟ ସାଧାରଣ ଜ୍ଞାନ ପ୍ରଗ୍ଧର ଏବଂ ଆପଣା ସ୍ୱଦେଶୀୟ ପ୍ରଜା ସମୂହର କୃଶଲ ଓ ଉନ୍ନତ ଇଚ୍ଛା ଜର୍ଅବେ । ଏ ପ୍ରବୋଧ ଚନ୍ଦ୍ର,ଜା ପ୍ରତ୍ୟେକ ଦେଶୀୟ ମାସ ଆରମ୍ଭରେ ପ୍ରଜାଣିଜ ହେବ । ପ୍ରତ୍ୟେକ ଖଣ୍ଡରେ କୋଡ଼ିଏ କ ପଚିଶ ସୃଷ୍ଠାଗୁପା ହେବ । ପ୍ରଥମରେ ଶ୍ରେଦର୍ଶାସ୍ତ୍ର ମହାବଜ୍ଞ ପୁସ୍କଢନ କୌଣସି ପଣ୍ଡିତଜର୍ଭୁଜ ରତ୍ତଚ୍ଚ ଆଉ ଉତ୍ତମ ଶିକ୍ଷାଦାୟକ ଗ୍ରନ୍ଥ ନଭୁବା ବଙ୍ଗଦେଶୀୟ ବଦ୍ବାକ୍ସନଗଣ ଜନ୍ତ୍ରିକ ନାନା ସମୟୁରେ ଯେଉ” ଊତ୍ତମ ? ସୂ ସ୍ତକ ପ୍ରକାଶ ହୋଇଅଛ କମ୍ବା ଆଗାମି ରେ ହେବ ଢନ୍ତଧ୍ୟର୍ କୌଣସି ? ସୂସ୍ତକ ଆଦ୍ୟପ୍ରାନ୍ତ ସ୍ୱମେ ? ଏ ପ୍ରବୋଧ ଚନ୍ଦ୍ର,ଜାରେ ପ୍ରଜାଖି ଜବାଇବାର ମାନସ ଅଛ । ଜନ୍ଦାଦ ଅନ୍ୟ ୬ ମନୋରଞ୍ଜକ ଆଉ ନୀତ ଶିକ୍ଷାଦାୟୁଜ ବୃନ୍ତ କମ୍ବା ବଶିଷ୍ଣୁ ମହାସ୍ନାମାନଙ୍କ ଜୀବନ ବବରଣ ଅଥବା ଶିଳ୍ପ ଇତ୍ଯାଦ ବଦ୍ୟ ସମ୍ଭନ୍ଧୀୟ ପ୍ରସଙ୍ଗ ପ୍ରକାଶ କସ୍କସିବ । ଶେଷରେ ଏଜଲ ମଧରେ ଯେଭେବେଲେ ଯେଉ” ଘ୫ଣା ହେବାର ଶୁଣାଘାଏ ଏବଂ ଦେଶ ବ ଦେଶର୍ ଯେଉ” ନାନା ମହଦାଶ୍ଚର୍ଯ୍ୟ ସମ୍ବାଦ ମିଲେ ଭହିର ସାରାଂଶ ଜଈକଢାଠାର୍ ପ୍ରାପ୍ତ କେଭେଜ ଇଙ୍ଗରେଜ୍ଞ ଓ ବଙ୍ଗଲା। ଖବର କାଗଜର୍ ଅନୁବାଦ ଢା ହୋଇ ଏ ପ୍ରବୋଧ ଚନ୍ଦ୍ର, କାରେ ପ୍ରକାଶ ପାଇବ । ସୂନର୍ବାର ପ୍ରଭେଚ୍ଯକ ଖଣ୍ଡରେ ମାସିକ ପାଞ୍ଜା ଦେବାର ମାନସ ଅଛୁ । ଅଢଏଦ କେଉ” ସ୍ଥାନରେ କ ଆଶ୍ଚର୍ଯ୍ୟ କର୍ମ ହେଉଅଛୁ ତାହା ଶ୍ରବଣରେ ଆଉ ସୁଗଳ୍ପ ପ୍ଲା୦ରେ ସମସ୍ତଙ୍କ ଅନ୍ତକରଣରେ ଯେଉ” କ୍ଷଣକାଳୀନ ଆସ୍ପଦ ଓ ହର୍ଷି ଜନ୍ତଇ ଭଭିନ୍ନ ଅନେକ ନତାନ୍ତ ଆବଶ୍ୟକ ଆଉ ତର ଶ୍ରେସ୍ଟ ଦାୟକ ଜ୍ଞାନ ଏ କ୍ଷୁଦ୍ର ପଦିକା ଗ୍ରହଣରେ ଏଦେଶୀୟ ଲେକେ ପ୍ରାପ୍ତ ହୋଇ ପାରବେ ବୋଈ ଦୃଉ ପ୍ରତ୍ୟୟ ହେଉଅଛ । କୌଣସି ବଶେଷ ଧର୍ମର ପ୍ରସ୍ଟର ଏସୂସ୍ତଜର ଅଭପ୍ରାୟ ନୁହଇ ଏସକାଶେ ଭାହା ଆପଣ ? ଗୃହରେ ଗ୍ରହଣ କର ପାଠ କଲେ ଜାହାଈ ଇଷ୍ଟ ଧର୍ମ ହାନ ହେବ ଏସ୍ତଜାର ଶଙ୍କା କେହ୍ନ ନ କରବେ । ଏ ପୁସ୍ତକର ବାର୍ଷିକ ଅର୍ଥାତ୍‌ ବାରଖଣ୍ଡର ମୂଲ୍ ଏଜାବେଲକେ ଆଗକୁ ବ୍ଦ ଦେଲେ କେବଲ ଦେଉ ୫ଙ୍କା ଦେବାକୁ ହେବ । ଏ ମୂଳ୍ପ ଅତ୍ଯଳ୍ପ ହେବା ହେରୁର୍ କ ଧନବାନ୍ କ ସାମାନ୍ୟ ବ୍ୟକ୍ତ ସମସ୍ତେ ଇଚ୍ଛାନୁସାରେ ଗ୍ରହଣ