ପୃଷ୍ଠା:Prabodha Chandrika (1856).pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିର୍ମତ ଉକ୍ତ କାଗଜକୁ ଦୁଇ ପ୍ରକାର ଆଦର୍ଶ ପଠାଇଥିଲେ, ଉକ୍ତ ସମ୍ପାଦକ କ‌ହିଥିଲେ କି, କଦଳୀ ଗଛ‌ଋ ଜାତ ପାତଳ ଡ଼ାକର କାଗଜ ଓ ମୋଟା କାଗଜ ବସ୍ତ୍ର‌ଋ ଜାତ କାଗଜର ତୁଲ୍ୟ ଲଘୁ ଓ ଚିରସ୍ଥାୟୀ ହୋଇଅଛି । ଯେବେ ଏ ସମାଚାର ସତ୍ୟ ହେବ ତେବେ ମୂଲ୍ୟ ଆହୁରି ନ୍ୟୂନ ହେବ । ଭାସ୍କର ।