୪
ପ୍ରାଚୀନ ଓଡ଼ିଆ କବିତା
ଲୁଇ ଭଣଇ ବଢ଼ ଦୁଲକ୍ଖ ବିଣାଣା
ତିଅ ଧାଏ ବିଳସଇ ଉହ ଲାଗେ ନା ।
ଜାହେର ବାଣଚିହ୍ନ ରୁବ ଣ ଜାଣୀ
ସୋ କଇସେ ଆଗମ ବେଏଁ ବଖାଣି ।
କାହେରେ କିସ ଭଣି ମଇ ସାର ଦିଦିପରିଛା
ଉଦକ ଚାନ୍ଦ କିମ ସାର ନ ମିଛା ।
ଲୁଇ ଭଣଇ ମଇ ଭାଇବ କିସ
ଜା ଲଇ ଅଛମ ତା ହେର ଉହଣ ଦିସ ।
[ଭାବ-ଅସ୍ତିତ୍ୱ; ସଂବୋହେ-ସଂବୋଧେ; କୁଲକ୍ଖ-ଦୁର୍ଲକ୍ଷ; ବିଣାଣା-ବିଜ୍ଞାନ; ତିଅ-ତିନି; ଧାଏ-ଧାତୁ; ବାଣଚିହ୍ନ-ବର୍ଣ୍ଣଚିହ୍ନ; ଣ-ନ; ବେଏଁ-ବେଦେ; ପରିଛା-ପରୀକ୍ଷା ଓ ପଛ; ଜିମ-ଯେମିତି; ଉହ-ତର୍କ]
(ରାଗ-ବଳାଡିଡି)
ଶବର ପାଦାମାନ୍-
ଉଁଚା ଉଁଚା ପାବତ ତହିଁ ବସଇ ସବରୀ ବାଳୀ
ମୋରାଙ୍ଗୀ ପିଚ୍ଛ ପରିହଣ ସବରୀ ଗିବତ ଗୁଞ୍ଜରୀ ମାଳୀ ।
ଉମତ ସବରୋପାଗଳ ସବରୋ ମା କର ଗୁଳୀ ଗୁହଡ଼ା ତୋହରି
ଣିଅ ଘରଣୀ ନାମେ ସହଜ ସୁନ୍ଦରୀ ।
ନାନା ତରୁବର ମୌଳିଲରେ ଗଅଣତ ଲାଗେଲି ଡାଳୀ
ଏକେଲୀ ସବରୀ ଏବଣ ହିଣ୍ଡଇ କର୍ଣ୍ଣ କୁଣ୍ଡଳ ବଜ୍ରଧାରୀ ।
ତିଅ ଧାତୁ ଖାଟ ପାଡ଼ିଲା ସବରୋ ମହାସୁଖେ ସେହି ଛାଇଲୀ
ସବରୋ ଭୁଜଙ୍ଗ ନୈରାମଣୀ ଦାରୀ ପ୍ରେହ୍ମରାତି ପୋହାଇଳୀ ।
ହିଅ ତାମ୍ବୋଲା ମହାସୁଖେ କପୁର ଖାଇ
ସୁନ ନେରାମଣ କଣ୍ଠେ ଲଇଆ ମହାସୁଖେ ରାତି ପୋହାଇ ।