ପୃଷ୍ଠା:Prachina Odia Kabita.pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬୧
ପ୍ରାଚୀନ ଓଡ଼ିଆ କବିତା
 

ୟେହା ପାଳି ଅପୁତ୍ରୀକ ଦୋଷ ମୋର ଯିବ
ସୁଭାଗ୍ୟ ବଳରୁ ମୋତେ ଦେଲାଟି ଦଇବ ।
ପଦ୍ମବନରୁ ସମ୍ଭବ ଅଟେ ବଡ଼ ଶୋଭା
ନାମ ଗୋଟି ରାଧା ୟାର ଅଟେ ପଦ୍ମପ୍ରଭା । | ୧୦୮।
('ହରିବଂଶ', ୭ମ ଖଣ୍ଡରୁ ଗୃହୀତ)