ପୃଷ୍ଠା:Prachina Odia Kabita.pdf/୨୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧୬
ପ୍ରାଚୀନ ଓଡ଼ିଆ କବିତା
 

ରାସ ବିନୋଦ ଚରିତ୍ର କେ କ‌ହିବ
ରାସ ବିନୋଦୀ ତା ଜାଣନ୍ତି
ଶ୍ରବଣ ଲୋଚନେ ପାନ କଲେ ମନେ
ଅଧିକ ବଢ଼େ ଆସକ୍ତି, ସୁଜନେ ହେ । ।୧୪।
('ଗୋପୀ ଚନ୍ଦନ', ତୃତୀୟ
ଛାନ୍ଦ ଓ ଷଷ୍ଠ ଛାନ୍ଦରୁ ଗୃହୀତ)