ପୃଷ୍ଠା:Prachina Odia Kabita.pdf/୨୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪୦
ପ୍ରାଚୀନ ଓଡ଼ିଆ କବିତା
 


ସୁଜନେ,
ରାଧାକୃଷ୍ଣ ପଦ୍ମଚରଣ,
ନିରେଖି ଦେବ ନିରନ୍ତରେ ଆରତ
ଫୁକାରି ମାଗଇ ଶରଣ । । ୧୮ ।
('ରହସ୍ୟମଞ୍ଜରୀ', ନବମ, ଦ୍ୱାଦଶ ଓ ପଞ୍ଚଦଶ ଛାନ୍ଦରୁ ଗୃହୀତ )