ପୃଷ୍ଠା:Prachina Odia Kabita.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦ମ - ୧୪ଶ ଶତାବ୍ଦୀ

ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ
(1)
(ରାଗ-କାମୋଦ)

ଭୁସୁକୁ ପାଦାନମ୍-

ଅଧରାତି ଭର କମଳ ବିକସଉ

ବତିସ ଜୋଇଣୀ ଅଙ୍ଗ ଉଲ୍ଲସଉ ।

ଚାଳିଅ ଷଷହର ମାଗେ ଅବଧୁଇ

ରଓଣହୁ ଷହଜେ କ‌ହେଇ ।

ଚାଳିଅ ଷଷହର ଗଉ ନିବାଣେ

କମଳିନି କମଳ ବ‌ହଇ ପଣାଳେ ।

ବିରମାନନ୍ଦ ବିଲକ୍ଷଂ ଶୁଧ

ଜୋଏଥୁ ବୁଝଇ ସୋ ଏଥୁ ବୁଧ ।

ଭୁସୁକୁ ଭଣଇ ମଇ ବୁଝିଅ ମେଳେଁ

ସ‌ହଜାନନ୍ଦ ମହାସୁଖ ଳିଳେଁ ।

[ଜୋଇଣୀ-ଯୋଗିନୀ; ଷଷହର-ଶଶଧର, ଚନ୍ଦ୍ର; ରଓଣହୁ-ରମଣରୁ; ନିବାଣେ-ନିର୍ବାଣେ; ପଣାଳେଁ-ପ୍ରଣାଳୀରେ]

(୨)
(ରାଗ-ଦେଶାଖ)


କାହ୍ନୁ ପାଦାନମ୍-

ନ‌ଗର ବାହାରିରେ ଡୋମ୍ବି ତୋହୋରି କୁଡ଼ିଆ

ଛୋଇଁ ଛୋଇଁ ଜାଇସୋ ବ୍ରହ୍ମଣ ନାଡ଼ିଆ