ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୪
ପ୍ରାଚୀନ ଓଡ଼ିଆ କବିତା
ଶ୍ରୀରାମଙ୍କ ଆଗେ ବାରତା ମୋହର କହୁ
ଶୁଣିକରି ରଘୁନାଥ ଯେ ଅରଷ୍ଟି ଶାନ୍ତି ହୋଉ ।
ଏବେ ମୁହି ଏଥି କିସ କରିବି
ବାଟ ନ ଜାଣଇ କେହୁଣ କତି ଯିବି ।।୨୫୦।
ରବିର କିରଣ ନିଊନ ତିମିର ବ୍ୟାପିଲା
ସନ୍ଧ୍ୟାଭାଗ ଦିଗ ଯେ ଅନ୍ଧାର ଆଛାଦିଲା ।
('ବିଚିତ୍ର ରାମାୟଣ', ରୁ ଗୃହୀତ)