ପୃଷ୍ଠା:Pratham Purush.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୧୯୭୯ ଉର୍ଦ୍ଧୁ ଅନୁବାଦ ‘ପରଛାଇଓଁ କା ଜୁଲୁସ’ ପ୍ରକାଶିତ (ଅନୁବାଦ: ଶ୍ରୀମତୀ ସାହିଦା ସୟିଦ; ପ୍ରକାଶକ: ମାର୍କକଇ-ମୁଆଶି-ତରକ୍କୀ, ନୂଆଦିଲ୍ଲୀ; ମୂଲ୍ୟ: ଦଶଟଙ୍କା)

୧୯୭୧ ‘ପ୍ରଥମ ପୁରୁଷ’ର ଦଶକାନ୍ତ ସଂସ୍କରଣ ‘କିଛି ବର୍ଷା କିଛି ରାସ୍ତା କିଛି ନିର୍ଜନତା’ ପ୍ରକାଶ (ସଂପାଦନା: ଖଗେଶ୍ୱର ମହାପାତ୍ର; ପ୍ରଦକ୍ଷିଣା; ଗିରିବାଳା ମହାନ୍ତି; ପ୍ରକାଶକ: ଫ୍ରେଣ୍ଡସ୍ ପବ୍ଲିଶର୍ସ; ମୂଲ୍ୟ: ପନ୍ଦର ଟଙ୍କା)

୧୯୯୫ ଜଗନ୍ନାଥ ପ୍ରସାଦ ଦାସଙ୍କ ସମଗ୍ର କବିତା ସଂକଳନ ‘ପୂର୍ବାପର’ରେ ‘ପ୍ରଥମ ପୁରୁଷ’ ଅନ୍ତର୍ଭୁକ୍ତ । ଏଥରେ ସେ କିଛି ପରିବର୍ତ୍ତନ (ତାଙ୍କ ଭାଷାରେ 'ଯତ ସାମାନ୍ୟ') କରିଛନ୍ତି ଏବଂ ବିରାମ ଚିହ୍ନ ରଖିନାହାନ୍ତି ।

୨୦୦୩ ବଙ୍ଗଳା ଅନୁବାଦ ପ୍ରକାଶ (ଅନୁବାଦ: ବିଭୂତି ଭୂଷଣ ଭଟ୍ଟାଚାର୍ଯ୍ୟ; ପ୍ରକାଶକ: ନୟା ଉଦ୍ୟୋଗ, କଲିକତା; ଭୂମିକା: ଗିରିବାଳା ମହାନ୍ତି; ମୂଲ୍ୟ: ତିରିଶ ଟଙ୍କା)

୨୦୧୧ କବିତା ସଂକଳନ 'ସମଗ୍ର କବିତା’ରେ ଅନ୍ତର୍ଭୁକ୍ତ ।