ପୃଷ୍ଠା:Saikelara Kahani.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାଇକେଲ ଚଢ଼ିକରି ଯିବା ସମୟରେ ଆମର ବ୍ୟାୟାମ ମଧ୍ୟ ହୋଇଯାଉଛି ।
ଏହି ପୁସ୍ତିକାଟିରେ ସାଇକେଲର ଆକର୍ଷଣୀୟ କାହାଣୀ ତଥା ତା’ର ବୈଷୟିକ ବିବର୍ତ୍ତନର ଇତିହାସ ବର୍ଣ୍ଣନା କରାଯାଇଛି ।
ପ୍ରଥମ ପାହାଚ
ଚାଳକ ନିଜେ ଗୋଡ଼ରେ ଠେଲି ଠେଲି ଚଲେଇଥିବା ଏକ ଦୁଇ ଚକିଆ ଗାଡ଼ିର ପ୍ରଥମ ସୂଚନା ମିଳେ ୧୭୯୧ ମସିହାରେ । ଏହା ଥିଲା

[[ଫାଇଲ:|390px|page=12]]

ପ୍ରଥମ ଥର ପାଇଁ, ୧୭୯୧ ମସିହାରେ ଗୋଟିଏ ଗୀର୍ଜାର ଉଦ୍ୟାନରେ ଧନୀ

ଲୋକଙ୍କ ଖେଳନା ଭାବେ ଖେଳଘୋଡ଼ାର ପ୍ରଦର୍ଶନ ହେଇଥିଲା ।

୧୦ ସାଇକେଲର କାହାଣୀ