Jump to content

ପୃଷ୍ଠା:Saikelara Kahani.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମାକ୍‌ମିଲାନଙ୍କର ଭେଲୋସିପେଡ୍ (୧୮୩୯) ପ୍ରଥମ ପ୍ରକୃତ ସାjକେଲ ଥିଲା ଯେଉଁଥିରେ କାଦୁଅରେ ଗୋଡ଼ ଘୋଷାଡ଼ିବାକୁ ପଡୁନଥିଲା । ଏଥିରୁ ଗୋଟିଏ ବି ବିକ୍ରି ହେଲା ନାହିଁ, କିନ୍ତୁ ଅନେକ ଲୋକ ତାହାର ଗଠନକୁ ନକଲ କରିଥିଲେ । ଦଣ୍ଡର ଟାଣିବା ଓ ଠେଲିବା ଗତିକୁ ପଛ ଚକର କ୍ରାଙ୍କ ଘୁର୍ଣ୍ଣ ନ ଗତିରେ ବଦଳାଇ ଦେଉଥିବାରୁ ଚକଟି ଗଡ଼ିବାକୁ ଲାଗେ । ଗ୍ରେଡଲ ଚାଳିତ କ୍ରଙ୍କ ଅନେକ କଳ ରେ ଲାଗୁଥିବା ଏକ ସାଧାରଣ କୌଶଳ ! ଗୋଡ଼ଚଲା ସାଧାରଣ ସିଲେଇ ମେସିନରେ ଏହି କୌଶଳ ବ୍ୟବହାର ହୁଏ । ସେଥିରେ ପାଦ-ସେପୁଟର ତଳ ଉପର ଗତି ଚକର ଘୁରିବା ଗତିରେ ପରିବର୍ଲିତ ହୋଇଥାଏ । ବାଷ୍ପ ବା ପେଟ୍ରୋଲ ଆଦିରେ ଚାଲୁଥିବା ଇଞ୍ଜିନରେ ପିଷ୍ଟନର ଆଗ ପଛ ଗତି ଏହି ଏକା ପ୍ରକାରର ବ୍ୟବସ୍ଥାରେ ହିଁ କ୍ରାଙ୍କ ଚାଳିତ ଅଖର ଘୂରିବା ଗତିକୁ ରୂପାନ୍ତରିତ ହୁଏ । ପ୍ରକୃତ ଅର୍ଥରେ ଭେଲୋସିପେଡ ଶବ୍ଦଟି ସାଇକେଲକୁ ହିଁ ବୁଝାଉଥିଲା । କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ସଫଳତା ପାଇନଥିଲା । ଏପରିକି ଏହାର ଗଠନର ବିଶେଷତା ସମ୍ପର୍କରେ ଅନେକ ଲୋକ ଜାଣି ବି ନଥିଲେ । ଏହା ପରର ୪୦ ବର୍ଷ ଭିତରେ Ya QQi6 Qö ?Ꮠ)