ପୃଷ୍ଠା:Saikelara Kahani.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

6ᎮióᎹ6❍ ངག་ལ། ବୃତ୍ତକାର ଗତି / ଶ୍ରେଡଲର £ᎵᏮalièᎻ {Ꭾé ଦୋଳନ : ଗତି \ =

? ଟ୍ରେତଲ ଅଶପଛ, ଗତ

ଶ୍ରେତଇର ଦୋଳନ ଗତି ପଛ ଚକ ସହ ଲାଗିଥିବା ଦଣ୍ଡ ମାଧ୍ୟମରେ କ୍ରାଙ୍କ ଦେହକୁ ଆସେ ଏବଂ କ୍ରାଙ୍କ କୁ ବୃତ୍ତକାରରେ ଘୁରାଏ । ତାହା ଫଳରେ ପଛ ଚକଟି ମଧ୍ୟ ଘୁରିଥାଏ । ଏହି ପ୍ରକାରର ଗତି ରେଡ଼ଚଳା ସିଲେଇ ମେସିନର ଗ୍ରେତଇ ଏବଂ ପିଷ୍ଟନ ଇଞ୍ଜିନର କ୍ରାଙ୍କରେ ଦେଖିବାକୁ ମିଳେ । ସାଇକେଲର ଗଠନ ବିଶେଷ ଆଗେଇଲା ନାହିଁ । ଏହି ସମୟରେ ପଦର ଗତିକୁ ଚକର ଘୁର୍ଣ୍ଣନ ଗତିରେ ରୂପାନ୍ତରିତ କରିବା ଦିଗରେ ବିଭିନ୍ନ ପ୍ରଚେଷ୍ଟା ହିଁ ମୁଖ୍ୟ କାମ ଥିଲା । ବ୍ୟବସାୟିକ ଦୃଷ୍ଟିରୁ ପ୍ରଥମ ସଫଳ ସାଇକେଲ ତିଆରି ହୋଇଥିଲା ୧୮୬୩ ମସିହାରେ । ଏହାର ଆଗ ଚକରେ ଦୁଇଟି ପେଡାଲ ଲାଗିଥିଲା । ଏହାକୁ ଆଜିକାଲିର ଛୋଟ ପିଲାଙ୍କ ତିନି ଚକିଆ ଗାଡ଼ି ଚଲାଇଲା ପରି ଚଲାଯାଉଥିଲା । ଲୁହା ଟାୟାର ତଥା କାଠ ଚକ ଲାଗିଥିବା ଏହି ସାଇକେଲକୁ ଅସମାନ ରାସ୍ତାରେ ଚଲାଇବା ଭାରି କଷ୍ଟଦାୟକ ଥିଲା । ତେଣୁ ଏହାର ଏକ ଥଟାଳିଆ ଡାକନାମ ରହିଥିଲା ହାଡ଼-ଦୋହଲ । ଏହି ନୂତନ ସାଇକେଲଟି ତା ପୂର୍ବର ଅନ୍ୟ ସବୁ ସାଇକେଲ ଠାରୁ ସୁନ୍ଦର ଥିଲା । ଏହା ଖେଳଘୋଡ଼ ଅପେକ୍ଷା ହାଲୁକା, ଦୂତ ଏବଂ ୧୪ '; ସ{ଇକେଲର କାହାଣୀ