ପୃଷ୍ଠା:Saikelara Kahani.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଧିକ ପରିବେଗ ହାର ପାଇବାର ଗୋଟିଏ ବାଟ ହେଉଛି, ଆଗ ଚକର ବ୍ୟାସ ବଢ଼େଇ ଦେବ! । ଏହା ଅନ୍ୟ କିଛି ଉପାୟ ହେଲା ଯୋଡ଼ିଏ ଅସମାନ ଆକାରର ଗିଅର, ଦୁଇ ପୁଲି ଉପରେ ଗୋଟିଏ ଫିତା ବା ଗୋଟିଏ ବଡ଼ ଚେନ୍ ଓ ଏକ ସାନ ସ୍ପକେଟ (ଦାନ୍ତ ଥିବା ଚକ) ମଧ୍ୟରେ ଗୋଟିଏ ଚେନକୁ ଗତି କରାଇବା । ଏହି ସବୁ କ୍ଷେତ୍ରରେ ପରିବେଗର ହାର ହେଉଛି ଚକ, ‘ ଗିଅର ବା ସ୍ତ କେଟ ଯେ:ଡ଼ିର ବ୍ୟାସର ଅନୁପାତ ସହ ସମାନ । ମଟର ଝାଡ଼ି ମାନଙ୍କରେ ପରିବେଗ ହାର ବଢ଼େଇବ। ପ।ଇଁ ଗିଅର ବ୍ୟବହାର କରାଯାଇଥାଏ, ତେଣୁ ପରିବେଗ ହାରକୁ ସାଧାରଣତଃ ଟିଅର ଅନୁପାତ ମଧ୍ୟ QQQIQello I ଚାଳିତ ଚକକୁ ଘୁରାଇବାର ହର ବଢ଼ାଇବା ପାଇଁ ବିଭିନ୍ନ ଉପୟ - ଗିଅର, ଫିତା ଓ ଚେନ୍ । G) ପ୍ରତ୍ୟେଜ ବ୍ୟବସ୍ଥାର କିଛି କିଛି ସୁବିଧା ଓ ଅସୁବିଧା ରହିଛି । & T g|&6??6 Gigolé"