ପୃଷ୍ଠା:Saikelara Kahani.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରାସ୍ତାରେ ଥିବା କୁକୁର, ଘୁଷୁରି, କୁକୁଡ଼ା, ଛୋଟ ଛୁଆ, ଇବ୍ୟପଥର ବା ଖାଲଖମ' ଆଦି ବେଶ୍ ☾ᎮQ66 ←liᏯ66ᎮᎸ ଚଢ଼ାଳିକୁ ମୁହଁମାଡ଼ି ପକାଇ ଦିଅନ୍ତି । ଆହୁରି ମଧ୍ୟ 6Ꮝ6Q 6ᏲlfᏮᎮ 6llyl66! ଧାଡ଼ିଏ ଇଟା ରଖି ବା ଲମ୍ବା ଦଉଡ଼ି ଖଣ୍ଡ ଟାଣି ଦେଇ ବା ଚକ ଭିତରେ ମୋଟା ବାଡ଼ି ଖଣ୍ଡେ ପୁରାଇ ଚଢ଼ାଳିକୁ ପକାଇଦେବାର ଦୁଷ୍ଟାମି କରୁଥିଲେ । ବଡ଼ ଅଗ ଚକରେ ପାଦ ବା ପିନ୍ଧା ଭୁଗ ପଶିଯିବା ମଧ୍ୟ ବେଶ୍ୱ ସାଧାରଣ ଥିଲା । TM6Ꭾ ☾Ꭼ6 %jö 9Ꮔ?