ପୃଷ୍ଠା:Saikelara Kahani.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୯୬୭ ମସିହାରେ ମୋଲ୍‌ଟନ୍ ସାଇକେଲର ଏକ ନୂଆ ପଣ୍ଠି ଯୋଜନା କରିଲେ । ଏଥିରେ ୧୬ ଇଞ୍ଚିଆ ବ୍ରେକ ଏବଂ ଛକି ଆକାରର ଫ୍ରେମ ବ୍ଯବନ୍ଦର ରହିଥିଲା । ଫଳରେ ଏହାକୁ ବ୍ୟଳହର କରିବା ସହଜ ହୋଇଗଲ! ! ଚଢ଼ିବା ପାଇଁ ଅଧିଜ ଆରାମ ଦାୟକ ହେବା ସହିତ ତାହା ବେଶ୍ ଆକର୍ଷଣୀୟ ମଧ୍ୟ ଦେଖାଗଲା ! ଗତ ୧୦୦ ବର୍ଷ ଶିତରେ ଏହାଥିଲା ଗୋଟିଏ ବଡ଼ ଧରଣର ପରିବର୍ଜନ } ସାଇକେଲର ଅନ୍ୟ ସବୁ ଦିଗରେ ମଧ୍ୟ ଉନ୍ନତି ଆଣିବାର ଚେଷ୍ଟା ଚାଲି ରହିଥିଲା । ନଳୀରେ ତିଆରି ଠିକିରି ଫ୍ରେମ୍ ୧୮୮୫ରେ ବ୍ୟବହାର କରାଗଲା ଏବଂ ତାହା ଆଜି ମଧ୍ୟ ପ୍ରାୟ ସେହିଭଳି କାମ ଦେଉଛି । ୧୮୮୮ ମସିହାରେ ପ୍ରଥମେ ପବନଭରା ଟାୟାର୍ ବ୍ୟବହାର କରାଗଲା । ଏହା ଫଳରେ ସାଇକେଲ ଚଲାଇବା ଆହୁରି ଆରାମଦାୟକ ହୋଇପାରିଲା । ୧୮୯୦ ବେଳକୁ ଏହି ନିରାପଦ ସାଇକେଲ ସମସ୍ତଙ୍କ ପାଇଁ ଏକ ଆଦରଣୀୟ ପରିବହନ ବ୍ୟବସ୍ଥା ହୋଇଗଲା । ଆଗରୁ ଯେଉଁମାନେ ସାଇକେଲ ଚଢ଼ିବାକୁ ହୀନ ଦୃଷ୍ଟିରେ ଦେଖୁଥିଲେ ବା ଦୁର୍ବଳ ସାସ୍ଥ୍ୟ ଦୃଷ୍ଟିରୁ ଚଢ଼ି ପାରିବେ ନାହିଁ ବୋଲି W7ፍ ምlgዘጪ Q® 99