ପୃଷ୍ଠା:Saikelara Kahani.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାଇକେଲର ବିଭିନ୍ନ ଅଂଶ Ꭷ6Ꭾ କୁହାଯାଏ ଯେ ଜଣେ ସୃଜନଶୀଳ ଯନ୍ତ୍ରୀର ସଫଳ ପରିକଳ୍ପନା ପାଇଁ ପ୍ରକୃତି ହେଉଛି ଗୋଟିଏ ମୁଖ୍ୟ ଉତ୍ସ । ମଣିଷର ଆଗକୁ ଆସୁଥିବା ସବୁ ପ୍ରକାରର ସମସ୍ୟାର ସର୍ବୋତ୍ତମ ସମାଧାନ ପ୍ରକୃତି କୋଳରେ ବିବର୍ତନର ଧାରାରେ ବିକଶିତ ହୋଇରହିଛି । ପରିବହନ କ୍ଷେତ୍ରରେ ନଇ (ଟାୟର୍) ଅର (ସେସ୍ପାକ୍) { Ο മേ സ്റ്റേ ନାହଆ (ହବ୍୬ ᏮᏮᏈ ᏮᏮᎮ66! ମୋଟ ସଂପ?ଡ଼ନ ସେସ୍ପାକ୍ ଲାଗିଥାଏ ! ସାଇକେଲର ବିଭିନ୍ନ ଅଂଶ ୨୯