ପୃଷ୍ଠା:Saikelara Kahani.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚକ ଦେହରେ ଯୋଡ଼ା ହେଉଇଥିଲା । ଏହା କିନ୍ତୁ ଚକର ଓଜନ ବଢ଼ାଇ ଦେଉଥିଲା । ତେବେ କିଛି ଦିନ ଭିତରେ ଏକ ନୂଆ ଧାରାରେ ହବ ସହିତ ସେୟାକଗୁଡ଼ିକୁ ଯୋଡ଼ିବା ଫଳରେ ଏହି ଓଜନିଆ ଦଣ୍ଡ ଦୁଇଟି ଆଉ ଦରକାର ପଡ଼ିଲା ନାହିଁ । ଏହି ଧାରାରେ ସେସ୍ପାକଗୁଡ଼ିକ ବ୍ୟାସାର୍ଷୀୟ ଭାବରେ କେନ୍ଦ୍ରକୁ ନଆସି ସେଗୁଡ଼ିକ ହବ ସହିତ ସ୍ପର୍ଶକ ଭାବରେ ଯୋଡ଼ାଗଲେ । ଏଭଳି ସେ ୋକଲଗା ହବ ଉପରେ ସ୍ପକେଟ ମାଧ୍ୟମରେ ଟର୍କ ପ୍ରୟୋଗ କରାଗଲେ ସେୟାକଗୁଡ଼ିକ ତାନିତ ହୁଅନ୍ତି ଏବଂ ସେହି ଏକା ଦିଗରେ ରିମଟିକୁ ଗଡ଼େଇ ନିଅନ୍ତି । ସେଣ୍ଟ୍ରୋକ୍ ଓ ହବ ଦ୍ୱାରା ସୃଷ୍ଟି ହେଉଥିବା ତ୍ରିଭୁଜ ଗୁଡ଼ିକ ଯୋଗୁଁ କେବଳ ସେକଗୁଡ଼ିକ ତାନିତ ହୋଇ ଚକକୁ ସବୁଠାରୁ ହାଲୁକା କରିବାର ବାଟ ହେଉଛି ହବ୍ ପାଖରେ ସେ କ୍ଗୁଡ଼ିକୁ ସ୍ପର୍ଶକ ଭାବରେ ରଖିବା । ଏହା ସ୍ତେକ୍‌ଗୁଡ଼ିକୁ ସବୁ ଦିଗରୁ ନିୟନ୍ତ୍ରଣ କରି ରଖିଥାଏ ! ୩୪ ସଈକେଲର କାହାଣୀ