ପୃଷ୍ଠା:Saikelara Kahani.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୋଟିଏ ରିମ୍ ଓ ସାଧାରଣ ତାରଲଗ! ଟାୟର ବ୍ୟବସ୍ଥା ! ଟାୟରର ଧର ଭିତରେ ଥିବା ତାର ଉପରେ ପବନଭରା ଟୁଖ୍ୟବର ଚାପ ପଡ଼ିବା ଫଳରେ ତାହା ଟୟରକୁ ଠିକ୍ ଜ!ଗରେ ଧରିରଖେ । ଏହାର ତତ୍ତ୍ବଟି ଖୁବ ସରଳ – ସାଇକେଲଟି ପବନର ଗଦି ଉପରେ ଚାଲିବା ଭଳି ହେଲା, ତେଣୁ ତାହା ବେଶ୍ ଆରାମଦାୟକ ହୋଇଗଲା । ଗୋଟିଏ ମୋଟା ବାହାର ଟାୟାର ଭିତରେ ଟୁବଟି ରଖାଯାଏ ଏବଂ ଟୁବରେ ଅଧିକ ଚାପର ପବନ ଭରିଦିଆଯାଏ । ରବର ଭିତରେ ପରସ୍ତ ପରସ୍ତ ତନ୍ତୁ ଦେଇ ଟାୟାରକୁ ଶକ୍ତ କରାଯାଏ । ଟାୟାରର ଦୁଇଟି ଧାରରେ ଇସ୍ପାତ ତାର ଥାଏ ଯାହା ରିମର ଖାପ ଭିତରେ ରହିଯାଏ । ଭିତରର ଟୁବ୍ ପବନର ଚାପରେ ଫୁଲିଲେ ଟାୟାର ଧାରର ତାର ରିମ୍ର ଖାପ ଭିତରେ ଚାପି ହୋଇ ରହେ । ଏହା ଫଳରେ ଓ ଟାୟାରଟି ରିମ୍ ସହିତ ଭିଡ଼ିହୋଇ ରହେ । 873) glošGoo Golgosé!!