ପୃଷ୍ଠା:Saikelara Kahani.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

6❍ ☾ ସମୟ ସହିତ ଚେନର ରୂପରେ ମଧ୍ୟ ଅନେକ ବଦଳିଛି । ପ୍ରଥମ ଅବସ୍ଥାର ଚେନ୍ କେବଳ ପିନଯୁକ୍ତ ଫିତା ଭଳି ଥିଲା । ପିନ୍ଗୁଡ଼ିକ ସିଧାସଳଖ ସ୍ତକେଟ ଦାନ୍ତରେ ଭିଡ଼ି ହେବାରୁ ଫିର୍ତାଟି ଗତି କରୁଥିଲା । କିନ୍ତୁ ଏଥିରେ ସ୍ତକେଟର ଦାନ୍ତଗୁଡ଼ିକ ଶୀଘ୍ର ଖାଇଯାଉଥିଲା । ପରବର୍ତ୍ତୀ ସମୟରେ ରୋଲର୍ ଓ ବୁଶ୍ ଲାଗିଥିବା ଚେନର ବ୍ୟବହାର କରାହେଲା । ଏହି ନୂଆ ଧରଣର ଚେନରେ ସ୍ପକେଟର ଦାନ୍ତ ବ! ଚେନ୍‌ର ପଛ ପଟି (ଏଣ୍ଡ ପ୍ଲେଟ) ସିଧାସଳଖ ଘୋରିହେଲେ ନାହିଁ । ପିନ ہم - تہج= ○画千ミ預斉ミ芸ミ天s C 4 קה. క్రైక్స్టెన్డె-థ్రెక్టా ER=్న [] エレイ 岛G కికెథ్రెష్క్రిప్రాక్స్టిన్స్ 筑 (E)ప్రెక్క్లో : — 66%) କଶ! - _Sଜ୍ଞେ – ପଛ ପଟି (ਭੋਂ ସଂଯୋର ପଟି ୧୮୮୦ ମସିହାରେ ଉଭବିତ ବୁଶ୍ ରୋଲର୍ ଚେନ୍ ହାଲୁକା ଓ ଅଧିକ କାର୍ଯ୍ୟଦକ୍ଷ ହେବା ସହିତ ଲମ୍ବା ସମୟ ପାଇଁ କାମ କରିପାରୁଥିଲା । ଏହାର ଉଭାବନର ଶହେ ବର୍ଷ ହୋଇଯାଇଥିଲେ ମଧ୍ୟ ଉଚ୍ଚମାନର ଜିନିଷ ଓ ତିଆରି ସମୟରେ ସଠିକତା ବ୍ୟତୀତ ସେଥିରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ସେସବୁ ବହୁଦିନ ଧରି କାର୍ଯ୍ୟକ୍ଷମ ରହିପାରିଲେ । ଆଧୁନିକ ବୁଶ୍ ରୋଲର୍ ଚେନ୍ ପ୍ରଥମେ ୧୮୮୦ ମସିହାରେ ତିଆରି ହୋଇଥିଲା । ଆରମ୍ଭରୁ ହିଁ ତାହା ଏତେ କାର୍ଯ୍ୟକ୍ଷମ ଓ ନିର୍ଭରଯୋଗ୍ୟ ଥିଲା ଯେ ଆଜି ମଧ୍ୟ ବିଶେଷ କିଛି ନ ବଦଳାଇ ତାହାକୁ ମଟର ଇଞ୍ଜିନର କଲ୍ୟାମ୍ ସଫ୍ଟରେ ବ୍ୟବହାର କରାଯାଉଛି I ସiଇକେଲର ବିଭିନ ଅଂଶ ୪୧ wጥ