ପୃଷ୍ଠା:Saikelara Kahani.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାତ-ବେଶ ହବ୍ର ଗଠନ: ଫ୍ରି-ଦ୍ବିଲ୍‌ରେ ଖଞ୍ଜିହୋଇ ରହିଥିବା ସ୍ପକେଟ୍ ଗୁଡ଼ିକରୁ ଗୋଟିକ ଉପରେ ଚେନ୍ଟି ଘୁରେ । ଫ୍ରି-ଦ୍ଭିଲ୍ ଗୋଟିଏ ଦିଗରେ ବୁଲିଲେ ସ୍କ୍ରିଙ୍ଗ୍ଲଗ! ପଲ୍ (ଚକଦାନ୍ତର ଅବରୋଧକ ଭାରଦଣ୍ଡ) ଇଖିଯାଏ ଏବଂ ହ ବ୍ ଓ ଚକକୁ ଘୁରାଏ । ଏହା ଓଲଟା ଦିଗରେ ଘୁରିଲେ ପଲ୍ ଦାବି ହୋଇ ରହେ, ଫଳରେ ଫ୍ରି-ଦ୍ବିଲ ଓ ହବ୍ ସ୍ବାଧୀନ ଭାବରେ ବୁଲିପାରନ୍ତି । ଫ୍ରି-ଦ୍ବିଲ୍‌ର ଗଠନ: ଗୋଟିଏ ଦିଗରେ ଘୁରିବା ସମୟରେ ରାଟେଟ୍ ପରି ଦାନ୍ତ ସ୍ଟିଙ୍ଗ୍ଲଗ! ପଲ୍ ସହ ଯୋଡ଼ି ହୋଇଯାଏ । بامیم. ସାଇକେଲର ବିଭିନ୍ନ ଅଂଶ ୪୩