ପୃଷ୍ଠା:Saikelara Kahani.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

Ꮡ66 %löᏐ Ql6höf☾ ସାଇକେଲମାନଙ୍କରେ ରେକାବ୍ କ୍ରେକ ବ୍ୟବହାର କରଯାଉଛି । ଶିମ୍ବର ଭିତର ପାଖରେ କାମ କରୁଥିବା ଏହି ବ୍ରେକର କାମକରିବା ପଦ୍ଧତି ଯଥେଷ୍ଟ ନିର୍ଭରଯୋଗ୍ୟ ନୁହେଁ । ଏହାକୁ ଅଳ୍ପଦିନ ବ୍ୟବଧାନରେ ସଜାଡ଼ିବାକୁ ପଡ଼େ । ବ୍ରେକର ବ୍ୟବହାର ହେଲା । ଏହାର ବ୍ରେକ ଫମ୍ପାଡ଼ ରିମ୍ର ଭିତର ପାଖ ବଦଳରେ କଡ଼ରେ ଚାପ ଦେଇଥାଏ । କାଲିପର ବ୍ରେକର ସବୁଠାରୁ ଭଲ ଗୁଣ ହେଉଛି ଏହା ଯେ ରିମ୍ ପୂରା ଗୋଲ ନଥିଲେ ମଧ୍ୟ ଏହା କାମ କରିପାରେ । ରେକାବ୍ ବ୍ରେକର ମୁଖ୍ୟ ଅସୁବିଧା ହେଉଛି ଯେଉଁଠି ରିମ୍ ପୁରୀ ବୃତ୍ତକାର ନଥାଏ, ସେଠି ବ୍ରୋକ ଠିକ ଭାବରେ ଧରି ନଥାଏ । ଆହୁରି ମଧ୍ୟ ସଣ୍ଡୁଆଶି ବ୍ରେକ ଟାୟାର ବଦଳାଇବା ସମୟରେ ଅସୁବିଧା କରି ନଥାଏ । କିନ୍ତୁ ରେକାବ୍ ବ୍ରେକକୁ ଏହି ସମୟରେ ପୁରା କାଢ଼ି ଦେବାକୁ ପଡ଼େ । ସଣ୍ଡୁଆଶି ବ୍ରେକ ଗୋଟିଏ ନମନୀୟ ତାର ମାଧ୍ୟମରେ କାମ କରେ । ଏକ ବାହାର ଖୋଳ ଭିତରେ ତାରଟି ରହିଥାଏ । ଭାରଦଣ୍ଡ 83) gi&6?% osglés;