ପୃଷ୍ଠା:Saikelara Kahani.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାହାର ଖୋଳ ଭିତରେ ଥିବା! ତାର ଚୁତକକୁ ଗୋଟିଏ ପାଖକୁ ଟାଣି ଆଣେ, ଫଳରେ ଚେନ୍ଟି ଗୋଟିଏ ସ୍ପକେଟରୁ ଆଉ ଗୋଟିଏ ସ୍ତକେଟକୁ ଖସିଯାଏ । ସ୍ଟିଙ୍ଗ୍ଲଗା ନିଷ୍କ୍ରିୟ ରୋଲର୍ ଜିଲା ବେଚନକୁ ଟାଣିକରି ରଖେ ! cণ9 D. 95 A, শুO E, 9९ В 8 9 –ਾਂ- | G, ९४ ଏକ ଦଶବେଗ ଯାନରେ ସ୍ପକେଟ ଓ ଚେନ୍‌ଚକର ଆକାର (ଦନ୍ତ ସଂଖ୍ୟାରେ) !. ଏ ଦୁହିଁଙ୍କର ଅଂଶଗୁଡ଼ିକୁ ବିଭିନ୍ନ ଭାବରେ ମିଶାଇଲେ ବିଭିନ୍ନ ବେଗ ମିଳିପାରେ ! ଏହା ଫଳରେ ପେଡାଲକୁ ଗୋଟିଏ ଘେରା ବୁଲାଇଲେ ଏକ ୨୭ ଇଞ୍ଚ ପରିଧିର ଚକ ଅତିକମରେ ୩୪ ଇଞ୍ଚରୁ ଆରମ୍ଭ କରି ସର୍ବାଧିକ ୧୦୦ ଇଞ୍ଚ ଯାଏଁ ଗଡ଼ିଯାଇପାରେ । ନୀଚ ଗିଅରଗୁଡ଼ିକ ଉoଣି ଚଢ଼ିବା ବା ତ୍ୱରଣ ସମୟରେ ଏବଂ ଉଚ୍ଚ ଗିଅରଗୁଡ଼ିକ ଧୀର ଗତି ବା ଗଡ଼ାଣି ସମୟରେ କାମ ଦିଏ । ୫୦ ସଇକେଲର କାହାଣୀ