ପୃଷ୍ଠା:Saikelara Kahani.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ാറ്റ് ଅନେକ ବର୍ଷ ଧରି ସାଇକେଲ ଫ୍ରେମର କ୍ରମ ଉନ୍ନତି ହୋଇଚାଲିଲା ! ନଳୀରେ ତିଆରି ଆଧୁନିକ ଠିକିରି ଫ୍ରେମ୍ ଅତୀତର ମୂଳ ଖେଳଘୋଡ଼ାର କାଠ ପଟାର ଅମାଜିତ ଦେହ ଠାରୁ ବହୁତ ଆଗେଇ ଆସିଛି । ଆଧୁନିକ ଫ୍ରେମ୍ ବେଶ୍ ଶକ୍ତ ଓ ହାଲୁକା ( ଆଗରୁ ଆମେ ଦେଖିଛେ ଯେ କୌଣସି ବସ୍ତୁ ସାଧାରଣ ଅବସ୍ଥା ୦ରୁ ସଂପୀଡ଼ିତ ଅବସ୍ଥାରେ କିଛି ଅଧିକ ଭାର ବହନ କରିପାରେ ଏବଂ ତାନିତ ଅବସ୍ଥାରେ ତାହା ସବୁଠାରୁ ବେଶି ଭାର ସମ୍ଭାଳି ପାରେ । ଏହି ତଥ୍ୟକୁ ଆଧାର କରି ସାଇକେଲର ଆଧୁନିକ ଫ୍ରେମ ନିର୍ମାଣ ହୋଇଛି । ଭାର J, A Gla |

o ସଂପୀଡ଼ିତ

Z 2 Z -*. ଢୋର o ᏮlᎮ© 4. a ସାଧାରଣ ଅବସ୍ଥାରେ ଭାର ସମ୍ଭାଳୁଥିବା ବସ୍ତୁ ବକେଙ୍କଇ ଯାଏ (ଉପର) । ତଳୁ ଭାରା ଦେଲେ ସଂପୀଡ଼ିତ (ମଝି) ଏବଂ ଉପରୁ ଝୁଲାଇଲେ (ତଳ) ତାନିତ ଅବସ୍ଥା ଆସେ । ମଝି ଓ ତଳ ବ୍ୟବସ୍ଥାରେ ବଙ୍କାଇବା କମ୍ହୁଏ, ତେଣୁ ଅଧିକ aി ുടെ ഔദ ♔ | ସଂ:ଇକୋଇର ବିଭିନ୍ନ ଅଂଶ ୫୧