ପୃଷ୍ଠା:Saikelara Kahani.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ლტე 「ひひ 900 | ፵00 {300 MOO $700 900 GOť) む 甲G6份、留乐 g0舜 ପେଡ଼ାଲ ମରିବାର ଅବଧି o ଖେଳୁଆଡ଼ d ସାଧାରଣ ସୁସ୍ଥ ମଣିଷ 器 影

广幻· ପାୱାର ନିର୍ଗମ ଉପରେ ଫେଡାଲ ମରିବାର ଅବଧିର ପ୍ରଭାବ ! ଗ୍ରଫ୍ତୁ ଜଣାପଡୁଛି ଯେ ଅଳ୍ପ ସମୟର କାମ ପାଇଁ ପର ନିର୍ଗମର ସ୍ତର ଇମ୍ବ ସମୟର କାମ ତୁଳନାରେ ପ୍ରାୟ ଛଅ ଗୁଣ ପର୍ଯ୍ୟନ୍ତ ହୋଇପାରେ । ଆରାମରେ ସଉକେଲ ଚଲେଇବା ପାଇଁ ୬୦ ୱାଟ୍ ପାୱାର ଦରଳର ହୁଏ । ଗିଅରରେ ରଖିଥାଏ ଏବଂ ବେଗ ଆସିଗଲା ପରେ ଉଚ୍ଚ ଗିଅରକୁ ବଦଳାଏ । କାରଣ ବେଗ ଆସିଗଲା ସମୟରେ ଆଉ ଅଧିକ ତୃରଣ ଦରକାର ହୁଏ ନାହିଁ । ସେହିପରି ଉଠାଣି ଚଢ଼ିବା ପାଇଁ ନୀଚ ଗିଅର ଦରକାର ହୁଏ । ଗତି ସମୟରେ ଶକ୍ତି ବ୍ୟବହାରର ହାରକୁ ପାୱାର କୁହାଯାଏ । ଏହା ପ୍ରତିରୋଧୀ ବଳ ଓ ଗତିର ବେଗ ଉପରେ ନିର୍ଭର କରେ । ବଳ ବା ବେଗ ଅଧିକ ହେଲେ ଅଧିକ ପାୱାର ଦରକାର ହୁଏ । ସାଇକେଲ ଫେଡାଲ ମାରିବା ସମୟରେ ଗତି ପାଇଁ ମଣିଷର ମାଂସପେଶୀରୁ ପାୱାର ଆସିଥାଏ । ମାଂସପେଶୀଗୁଡ଼ିକ ଇନ୍ଧନ କୋଷ ପରି କାମ କରି ଖାଦ୍ୟର ରାସାୟନିକ ଶକ୍ତିକୁ କ୍ରାଙ୍କ ଚଳାଉଥିବା ଯାନ୍ତିକ ଶକ୍ତିରେ ରୂପାନ୍ତରିତ କରିଥା’ନ୍ତି । ସାଇକେଲର ବେଗ ମୁଖ୍ୟତଃ ମାସପେଶୀର ପାୱାର ଉପରେ ନିର୍ଭର କରେ । ୫୬ ସଜକୋଳର କାହାଣୀ