ପୃଷ୍ଠା:Saikelara Kahani.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

g|இiஇ இ2:18: ସାଇକେଲ ଚଳାଇବା ପାଇଁ ଖର୍କ ହେଉଥିବା ପାୱାରର ହିସାବ କରି ଦେଖିବ । ଜଣେ ଚାଳକ ଯେତେବେଳେ ସ୍ଥିର ସାଇକେଲକୁ ଗତିଶୀଳ କରାଏ, ସେତେବେଳେ ସେ ବ୍ୟବହାର କରୁଥିବା ପାୱାର ବିଭିନ୍ନ ଘର୍ଷଣ ଜନିତ ପ୍ରତିରୋଧକୁ କାଟିବା ପାଇଁ ଏବଂ ତୃରଣ ପାଇଁ ଗତିଜ ଶକ୍ତି ଯୋଗାଇବା ପାଇଁ କାମ ଦିଏ । ଯେତଲ ମାରି ଉoଣିରେ ଯାଉଥିଲା ବେଳେ ପାୱାରର କିଛି ଅଂଶ ତା’ର ସ୍ଥିତିଜ ଶକ୍ତିକୁ ବଢ଼େଇବା ଦିଗରେ ଖର୍ଚ ହୋଇଥାଏ । କାରଣ ସମତଳ ଠାରୁ ତା’ର ଉଚ୍ଚତା ବଢୁଥାଏ । ஒ0 う0 ମିଳୁଥିବା ସର୍ବାଧିକ ପାୱାର &O 었()

ଛୋମ}ଟ ଯ}8]ର ജ് ~ു q}O 9 O. QC O ᏮóᏮ! ggറ്റ = ിട് সি 6aaa କ୍ଷୟର ଉତ୍ସ e. ସଞ୍ଚାରଣ |tୟ ଟାୟର ଘୁର୍ଣ୍ଣନ ମିଳୁଥିବା ପାୱାର କ୍ଷୟ ହେଉଥିବା ପରଠାରୁ ଅଧିକ ହେଲେ ଅଧିକ ପାୱାର ଚଢ଼ାଳି ଓ ସାଇକେଲର ଗତିଜ ଶକ୍ତିକୁ ବଢ଼େଇବାରେ କାମକରେ । ମିଳୁଥିବା! ସବୁ ପାୱାର କ୍ଷୟ ହେବାବେଳେ ସାଇକେଲର ବେଗ ସର୍ବାଧିକ ହୁଏ । 8.0 g|ேெகிெஇ :ெஇl81