ପୃଷ୍ଠା:Saikelara Kahani.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

D_ۓے ଏରୋଫହଲ୍ ଉଜ ଦେବାର କାର ସୁବିନ୍ୟସ୍ତ ଶରୀର ଗଠନ ଫଳରେ କର୍ଷଣ କମିଥାଏ ! ଏପ୍ରକାର ଗଠନ ଏରୋଫଏଲ୍, ଶିଶୁମାର ଏବଂ ଉଚ୍ଚ ବେଗ କାର ଆଦିରେ ରହିଛି ! ଫଳରେ ଆଗପାଖର କ୍ଷେତ୍ରଫଳ କମାଯାଉଛି ଏବଂ ଯଥେଷ୍ଟ ଅଧିକ ବେଗ ମିଳି ପାରୁଛି । କିନ୍ତୁ ଏଭଳି ଯାନ ସବୁ କେବଳ ଅଧିକ ବେଗରେ ଯିବା ଛଡ଼ା ଅନ୍ୟ କୌଣସି କାମ ଫାଇଁ ଉପଯୋଗୀ ହେଇନାହାନ୍ତି । ଉOiଣିରେ ପେଡାଲ ମାରି ଯିବା । ଉଚ୍ଚ ଜାଗାକୁ ସାଇକେଲରେ ଗଲାବେଳେ ଆମକୁ ସାଇକେଲର ଓଜନ ଏବଂ ନିଜର ଓଜନକୁ ବୋହିନେବାକୁ ହୁଏ । ଏଥିପାଇଁ ହବରେ ଅଧିକ ସାଇକେଲର ବିଜ୍ଞାନ ୬୩