ପୃଷ୍ଠା:Saikelara Kahani.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

邬母一 ଓ ଦ! ଈସ୍ତ! 370 – 金 " 器 § 3 - مسجلا P ଶଖିଲା ରାସ୍ତ! Ço 4 ○"リ ー 43. @ ဇွို (30 - ପ୍ରତିକ୍ରିୟା § 08 - ଦୂରତ! t?0 - -T-I I I g I —l © Օ 3 g 6.8 9 9-8. ኖ? ፵ኑ8 乙 ଗତି ବେଗ (ଘଣ୍ଟା ପ୍ରତି ଜି.ମି.) ବ୍ରେକ ଦେବା ପରେ ସାଇକେଇ ଅଟକିବାର ଦୂରତା ଶୁଖିଲା ରାସ୍ତା ଅପେକ୍ଷ! ଓଦା ରାସ୍ତାରେ ଅଧିକ ରହେ । ବର୍ଷା ହେଉଥିବା ସମୟରେ ଆନ୍ଦୁରି ବେଶି ସତର୍କ ହେବା ଦରକାର ! ପରିସ୍ଥିତି ଛଡ଼ା ଅନ୍ୟ ସମୟରେ ସାଇକେଲର ବେଗ ନକମିବା ଯାଏଁ ଆଗ ‘ବ୍ରେକ ଦେବାକୁ ମନା କରାଯାଏ । ବର୍ଷା ଦିନେ ସାଇକେଲର ବ୍ରେକଗୁଡ଼ିକ ନିର୍ଭରଯୋଗ୍ୟ ହୋଇନଥା’ନ୍ତି । ବ୍ରେକପସ୍ୟାତ୍ ଓଦା ଥିଲାବେଳେ ଫମ୍ପା ତ୍ ଓ ରିମ୍ ମଧ୍ୟରେ ଘର୍ଷଣର ଗୁଣାଙ୍କ ଯଥେଷ୍ଟ କମିଯାଏ । ଫଳରେ ଗୋଟିଏ ଓଦା ସାଇକେଲକୁ ତରତରରେ ରୋକିବା କଷ୍ଟକର ହୁଏ । ଏବେ କେତେକ ଅନ୍ତ୫ହ ବ୍ ବ୍ରେକ ବାହାରିଲାଣି । ଏଥିରେ ବ୍ରେକ୍ ଓଦ! ହେବାର ଭୟ ନାହିଁ । କିନ୍ତୁ ଏଗୁଡ଼ିକ ବହୁତ ଦାମିକା କିମ୍ବା ସାଧାରଣ ବ୍ୟବହାର ପାଇଁ ଅଧିକ ଓଜନିଆ । 2Sெவிடுெ வி|இ|கி1 &