ପୃଷ୍ଠା:Saikelara Kahani.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅର୍ଥତ, ଆଗ ଚକର କେନ୍ଦ୍ର ଫୋର୍କର ପଛକୁ ରହିବ । କିନ୍ତୁ ସ୍ଥିରତା ସବୁ କିଛି ନୁହେଁ । ଜଣେ ସାଇକେଲର ସ୍ଥିରତାକୁ ଏତେ ବଢ଼ାଇପାରିବ ଯେ ତାହା ଫଳରେ ଚାହିଁବା ଅନୁସାରେ ହାଣ୍ଡଲ୍ ଘୁରାଇବା ବଡ଼ କଷ୍ଟକର ହୋଇପଡ଼ିବ । ଏଭଳି ସାଇକେଲ କେବଳ ରାସ୍ତାର ଗଡ଼ାଣି ଅନୁସାରେ ଚାଲିବ, ଚଢ଼ାଳିର ଇଚ୍ଛା ଅନୁସାରେ ନୁହେଁ । ଏହି କାରଣରୁ ବ୍ୟବହାର ଉପଯୋଗୀ ହେବା ପାଇଁ ସାଇକେଲର ମୁଣ୍ଡ କୋଣ ଓ ଫୋର୍କଅଗ୍ର ଦୂରତା ଅତି ବେଶୀ ବଦଳାଯାଇ ପାରିବ ନାହିଁ । ବାସ୍ତବ OG 9 - مسیر. ସ୍ଥାରତର ଅଞ୍ଚଳ ଅଧିକ ଅସ୍ଥିରତ! - ԸՕ § ଅଧିକ ସ୍ଥିରତା I I ー○・9 ー0・9 G 0・Q ○・9 ଗ୍ରେଲ୍ ଓ ଚକ ବ୍ୟାସର ଅନୁପାତ ଅଧିକଶ ସାଇକଲରେ ଲାଗୁଥିବା ମାପ ସାଇକଲ ସ୍ଥିର ହେବା ଦରକାର କିନ୍ତୁ ଅତି ମାତ୍ରାରେ ନୁହେଁ । ମୁଣ୍ଡ କୋଣଟି ଚକ ଓ ପେଡାଲ ମଝିରେ ଦୂରତା ଏବଂ ଷ୍ଟିଅରିଙ୍ଗ୍ ହାଣ୍ଡଲକୁ ସହଜରେ ବୁଲାଇବାର ଆବଶ୍ୟକତା ଦ୍ୱାରା ସୀମିତ ହୋଇଥାଏ ! 99 இl5ெடுஇெ iெஇ|கி1