ପୃଷ୍ଠା:Saikelara Kahani.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାଇକେଲ ବିକାଶର ସମୟବେରଖା Q9)ぐQ Q「Q9) Q「うq] Q「う6 Q「ジ)で Q「●O Q「@9 କାଠପଟାରେ ଦୁଇଟି ଚକ ଲଗାଇ ପ୍ରଥମ ଦୁଇତକିଆ ଗାଡ଼ି ତିଆରି । ମଣିଷ ଏହା ଉପରେ ବସି ଗୋଡ଼ରେ ଠେଲି ଠେଲି ଚଲାଉଥିଲା । ବାରନ୍ ଭନ୍ ଡ୍ରାଇସ୍ ଆଗ ଚକକୁ ମୋଡ଼ିବାର ବ୍ୟବସ୍ଥା କଲେ । ଖେଳଘୋଡ଼ା ଉଭାବନ ହେଲା ଓ ନୂତନ ଜିନିଷ ଭାବକୋର ଦେବଶ! ସପPଳ ତl ପାଇଲା । * ଆଗ ଚକରେ ପେଡାଲ ଯୋଡ଼ା ହେଲା । ହାଡ଼-ଦେହଲାର ବ୍ୟବହାର ଆରମ୍ଭ ହେଲା । ଭେଲୋସିଫେତ୍ର ବ୍ୟବହାର କମିଗଲା । ବ୍ୟ(ସାନ୍ଧୀୟ (ଏବଂ ଆକୁଞ୍ଚନ) ସେ କ୍ର ବ୍ୟବହାର ଫଳରେ ସଇକେଲ ହାଲୁକା ହୋଇଗଲା । ଲୁହା ଟାୟାର ବଦଳରେ ନିଦା ରବର ଟାୟାରର ବ୍ୟବହାର ଆରମ୍ଭ ହେଲା । ‘ବାଇସାଇକେଲ’ ଶବ୍ଦର ପ୍ରଚଳନ ଆରମ୍ଭ ହେଲା । ବ୍ୟାସାର୍ଷୀୟ ଏବଂ ଆକୁଞ୍ଚନ ସେୟାକ୍ ବଦଳରେ ସ୍ପର୍ଶକ ଭାବରେ ଛୁଉଁଥିବା ସେୟା କର ବ୍ୟବହାର ହେଲା ! ଇଂଲଣ୍ଡରେ ବଡ଼ଚକିଆ ସାଇକେଲ ଦେଖା ଦେଲା । தி ஜி.