ପୃଷ୍ଠା:Saikelara Kahani.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୃଜନିକାର କିଛି ପ୍ରକାଶନ କାଗଢକୁ ନେଇ କିଛି କାମ ୧: କାଗଜ ଭଙ୍ଗାର ମଜା ୨• କାଗଜରୁ ଆକୃତି ୩- ଢାଗଜ ଭଙ୍ଗାରୁ ଜ୍ୟାମିତି ୪- କାଗଜର ଖେଳ ହାତରେ କାମ କରିବା ପାଇଁ ୫- ବିଜ୍ଞାନ ପରଖ । ୭- ହାତ ତିଆରି ଖେଳନା (୮ ଖେଳି ଖେଳି ଶିଖିବା ସୃଜନି ଶକ୍ତିର ବିକାଶ ପାଇଁ । ୯ ପତ୍ରରୁ ଚିତ୍ର ୧୦• ଚିତ୍ର ପାହାଚରେ ଚିଡ଼ିଆଖାନା ୧୧: ସହଜରେ ଆଙ୍କିବା ଗଛଲତା । ଏବଂ ଆହୁରି ଅନେକ ବିଜ୍ଞାନ ତରଙ୍ଗ ବିଜ୍ଞାନର ଚିନ୍ତନ, ଧାରା ଓ ଅନୁଭୂତି ଉପରେ ଗୁରୁତ୍ବ ଦେଉଥିବା ଏହି ପତ୍ରିକା ସ୍କୁଲ କଲେଜ ପିଲା ତଥା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ | ପାଇଁ ଏକ ସାଧନ ସାମଗ୍ରୀ । ଶିକ୍ଷା, ବିଜ୍ଞାନ ଓ ବିକାଶ । ବିଷୟରେ ଏକ ବିଶେଷ ପଠନ ସାମଗ୍ରୀ ଭାବରେ ମଧ୍ୟ ଏହା । ସମସ୍ତଙ୍କ ପାଇଁ ଉପଯୋଗୀ । ବର୍ଷକୁ ଛଅଖଣ୍ଡ ପତ୍ରିକା ଓ ତିନିଖଣ୍ଡ ବହି ପାଇଁ ମୋଟ ଦେୟ ସାଧାରଣ ଗ୍ରାହକ ୭୫:୦୦ ସହଯୋଗୀ /ଅନୁଷ୍ଠାନ '୧୦୦•୦୦ ଆଜୀବନ ସହଯୋଗୀ ଏକ ହଜାର ଟଙ୍କା