ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ପ୍ରୀତି ମାଦକରେ ବୁଡ଼ିଗଲେ କେ ପାରଇ ଛାଡ଼ି
କେ ଶୁଣିଛି ପ୍ରୀତି ଛାଡ଼ି, ମହୀରେ କେ ବଞ୍ଚିଲା । ୩ ।
ଦିଅନ୍ତି ପରା ମୂରୁଛିସେ ମୋ ପ୍ରାଣକୁ ଧରିଛି,
ଜୀବ ଗଲେ ଯିବ ସେ ମୋ ମନରୁ ନ ଛାଡ଼ିଲା । ୪ ।
ରାମକୃଷ୍ଣ କବିଶଶୀଭାଷନ୍ତି କିଶୋରୀ ଭାଷି,
ଜାଣିଲି ମୋ ଦୁଃଖ ଲତା ଫଳ ଏବେ ଫଳିଲା । ୫ ।